Browsing Tag

child selling

ଭଦ୍ରକ: ୧୮ ହଜାର ଟଙ୍କାରେ ଶିଶୁ ବିକ୍ରି ଅଭିଯୋଗ, ସ୍ତ୍ରୀ କହିଲେ ଝଗଡ଼ା କାରଣରୁ ସ୍ବାମୀ ବିକି ଦେଇଛି

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବେତଡା ଚନ୍ଦନ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  ଜନ୍ମ କଲା ଶିଶୁ ପୁତ୍ରକୁ ବାପ ବିକ୍ରି କରିଦେଇଥିବା ମା ଥାନାରେ ଅଭିଯୋଗ କରିଛନ୍ତି।  ପୋଲିସ ଘଟଣାର ଗୁରୁତ୍ୱକୁ ନେଇ ଗାଁ ରେ ପହଞ୍ଚି ପିଲାକୁ ଖୋଜିବା ଆରମ୍ଭ କରିଥିଲେବି,…

କଙ୍ଗାରୁ କୋର୍ଟର ନିଷ୍ଠୁର ନିଷ୍ପତ୍ତିର ଶିକାର ହେଲେ ଦୁଷ୍କର୍ମ ପୀଡ଼ିତା: ଜରିମାନା ପାଇଁ ନବଜାତକକୁ ବିକିଦେଲା…

କାଲିମେଳା (କେନ୍ୟୁଜ): କଙ୍ଗାରୁ କୋର୍ଟର ନିଷ୍ଠୁର ନିଷ୍ପତ୍ତିର ପୁଣି ଶିକାର ହୋଇଛନ୍ତି ଜଣେ ଦିବ୍ଯାଙ୍ଗ ଦୁଷ୍କର୍ମ ପୀଡ଼ିତା। ନ୍ଯାୟ ମିଳିବା ବଦଳରେ ମିଳିଛି ଲାଞ୍ଝନା। ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା ବଦଳରେ କେବଳ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି କଙ୍ଗାରୁ କୋର୍ଟ। ଏହାପରେ ଦୁଷ୍କର୍ମ…

ରାଜଧାନୀରେ ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାରକଲା ଚାଇଲ୍ଡ ଲାଇନ୍

କେନ୍ୟୁଜ୍(ବ୍ୟୁରୋ):  ବିକ୍ରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର। ଗତକାଲି ଚାଇଲ୍ଡଲାଇନ୍ ଏକ ଶିଶୁ ବିକ୍ରି ବିଷୟରେ ଖୋର୍ଦ୍ଧା ଡିସିପିଓଠାରୁ ଏକ ଭିଡିଓ କ୍ଲିପ୍ ଗ୍ରହଣ କରିଥିଲା ​​| ପରେ ଶିଶୁଟିକୁ ଉଦ୍ଧାର କରିବା ପାଇଁ  ତୁରନ୍ତ ଅନୁସନ୍ଧାନକାରୀ ଦଳ ଗଠନ କରିଥିଲା  ।  ଆଜି ସକାଳୁ ଏହି ଦଳ…