Browsing Tag

Child welfare commission

ବାପା ମାଆ ଛେଉଣ୍ଡ ଅନାଥ ୫ ଶିଶୁଙ୍କ ପାଇଁ ସାହାରା ହେଲେ ଶିଶୁ ମଙ୍ଗଳ ସମିତି

ଉଦଳା : ବାପା ଓ ମାଆ ଚାଲିଗଲା ପରେ ଅନାଥ ହୋଇଯାଇଥିଲେ ୫ ଶିଶୁ । ଗଣ୍ଡାଏ ଖାଇବା ଓ ବଞ୍ଚିବା ପାଇଁ କରୁଥିଲେ ସଂଗ୍ରାମ । ୧୦ ବର୍ଷର ଝିଅ ଜେମା ସିଂ ପର ଘରେ କାମ କରି ତାର ଭାଇ ଓ ଭଉଣୀ ମାନଙ୍କ ପାଇଁ ସାହାରା ପାଇଟିଥିଲା । କାହିଁକି ନା ବାପା ଓ ମାଆ ଚାଲି ଗଲା ପରେ ସରକାରଙ୍କ ଖାଦ୍ୟ…

କୁନି ବାବାଙ୍କୁ ଭଗବାନ କହି ପାଦ ତଳେ ତୁଳସୀ ଲାଗି ଘଟଣା, ମାମଲା ରୁଜୁ କଲା ଶିଶୁ ଆୟୋଗ

ଭୁବନେଶ୍ଵର : ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣାରେ ମାମଲା ରୁଜୁ କଲା ଶିଶୁ ଆୟୋଗ । କାରଣ ପ୍ୟାଣ୍ଟସାର୍ଟ ପିନ୍ଧି ଏକ ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା । ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି । ଏଭଳି କିଛି ଫଟୋ ଦୁଇ ଦିନ ହେବ…