Browsing Tag

child

ମମି! ମୁଁ ଏ ଦୁନିଆରେ କାହିଁକି ଅଛି? ମୁଁ ଏଠୁ ପଳେଇବି, ପଢ଼ିବା ବେଳେ ମା’ଙ୍କୁ ଏମିତି କହିଲା କୁନି ପୁଅ; ଭିଡିଓ…

ପିଲାଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। କାରଣ ଛୋଟ ପିଲାମାନଙ୍କ ହୃଦୟ ସଫା ହୋଇଥାଏ। ସେମାନେ ଯାହା କରିଥାନ୍ତି ଓ କହିଥାନ୍ତି, ସବୁ ହୃଦୟ ସହ କହିଥାନ୍ତି। ତାଙ୍କର କୌଣସି କଥା ବାର୍ତ୍ତା, ଆଚାର ବ୍ୟବହାରରେ ମିଛ କିମ୍ବା ଲୋକଦେଖାଣିଆ ନଥାଏ। ପିଲା ବେଳେ ପ୍ରାୟତଃ ଛୋଟ ପିଲାମାନେ ପାଠପଢ଼ା…

ଜନ୍ମ କଲା ଛୁଆକୁ ରଖିଦେଲା ଘର ମାଲିକ: ଆଜି ଝିଅର ଜନ୍ମଦିନ, ଝୁରୁଛି ମାଆ

ଭୁବନେଶ୍ୱର (କେନ୍ୟୁଜ): ନିଜ ଜନ୍ମ କଲା ଝିଅକୁ ଝୁରୁଛି ମାଆ। ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ, ଆଖଣ୍ଡଳମଣି…

୫ ବର୍ଷର ଶିଶୁକୁ ଝୁଣିଦେଲେ ବୁଲା କୁକୁର, ଭଉଣୀର ସାମ୍ନାରେ ଚାଲିଗଲା ଭାଇର ଜୀବନ

କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢି ବଢି ଚାଲିଛି । ଲୋକେ ଭୟରେ ରାସ୍ତାରେ ଯିବା ଆସିବା କରିଥାନ୍ତି । ହେଲେ ଅନେକ ସମୟରେ ବୁଲା କୁକୁରଙ୍କ ଆକ୍ରମଣ ନେଇ…

ଖଜା ଖାଇବା ବଦଳରେ ୫ ଟଙ୍କିଆ କଏନ୍ ଢୋକିଦେଲା ୨ ବର୍ଷର ଛୁଆ

(କେନ୍ୟୁଜ): ଖଜା ଖାଇବା ବଦଳରେ କଏନ୍ ଢୋକିଦେଲେ ଜଣେ ୨ ବର୍ଷର ଛୁଆ। ଅଇନିପୁର କରମଳା ମଠ ଲିଲିବାଳା ନାୟକଙ୍କ ଦୁଇବର୍ଷିଆ ଛୁଆ ଗତକାଲି ଏକ ୫ ଟଙ୍କିଆ କଏନ୍ ଗିଳି ଦେଇ କଷ୍ଟ ପାଉଥିଲେ। ପ୍ରଥମେ ଛୁଆକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଫେରାଇ ଦେଇଥିବା…

କେତେ ନିର୍ଦ୍ଦୟ ବାପା-ମା, ଦୁଇ ବର୍ଷ ଧରି ପୁଅକୁ ୨୦ ଟି କୁକୁର ମାନଙ୍କ ସହ ଗୋଟିଏ ଘରେ ରଖିଥିଲେ ବନ୍ଦି କରି, ଏବେ…

ପିତାମାତା ହେବା ଏକ ଦମ୍ପତି ପାଇଁ ଜୀବନର ସବୁଠାରୁ ବଡ ଖୁସି। ଶିଶୁକୁ ମା’ ଜନ୍ମ ଦେଇଥାଏ। କିନ୍ତୁ ମା’ ନିଜ ଶିଶୁକୁ ଯେତିକି ଭଲପାଏ, ବାପା ମଧ୍ୟ ସେତିକି ଭଲପାଏ। ନିଜ ଶିଶୁକୁ ପ୍ରଥମେ ନିଜ କୋଳରେ ଧରିବା ଜଣେ ବାପା, ମାଙ୍କ ପାଇଁ ସବୁଠାରୁ ବଡ ଖୁସିର ଦିନ ଓ ବହୁତ ଖାସ ହୋଇଥାଏ। ପିତାମାତା…

ତଣ୍ଟିରେ ଫସିଗଲା ବୋତଲର ଠିପି: ଏପରି କୌଶଳ ପ୍ରୋୟାଗ କରି ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ଶିକ୍ଷକମାନେ କେବଳ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ ବରଂ ସେମାନଙ୍କୁ ଉତ୍ତମ ଆଦର୍ଶ ଦେଇଥାନ୍ତି। କେବଳ ଏତିକି ନୁହେଁ, ଶିକ୍ଷକମାନେ ମଧ୍ୟ ଆବଶ୍ୟକ ସମୟରେ ପିଲାମାନଙ୍କର ଜୀବନ ରକ୍ଷା କରନ୍ତି। ଆମେରିକାର ନ୍ୟୁଜର୍ସିରେ ଥିବା ଇଷ୍ଟ ଆରେଞ୍ଜ କମ୍ୟୁନିଟି ଚାର୍ଟର ସ୍କୁଲରେ ଏପରି ଏକ ମାମଲା…

ରାଜଧାନୀରେ ବୀଭତ୍ସ ହତ୍ୟା : ରାସ୍ତାରେ ପଡ଼ିଛି ସ୍ଵାମୀଙ୍କ ମୃତଦେହ, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ଵର (କେନ୍ୟୁଜ) : ରାଜଧାନୀରେ ଯୁବକଙ୍କୁ ହତ୍ୟା । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥା ରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ତେବେ ଆହତ…

ଏବେ ବିନା ଗର୍ଭରେ ଜନ୍ମ ନେବେ ସନ୍ତାନ, AI ରୋବଟ୍‌ ବନିବେ ଧାଈ

ମାନବର ଗର୍ଭାଶୟରେ ଭ୍ରୁଣର ବିକାଶ ହୁଏ, ଯାହାକୁ ଶିଶୁ କୁହାଯାଏ। ବର୍ତ୍ତମାନ ଚାଇନାର ବୈଜ୍ଞାନିକ କୃତ୍ରିମ ଉପାୟରେ ଭ୍ରୁଣର ବିକାଶ ନିମନ୍ତେ ଚେଷ୍ଟା କରୁଛନ୍ତି। ଏହାର ଯତ୍ନ ନେବା ପାଇଁ କୃତ୍ରିମ ବୃଦ୍ଧି ଓ ବଳ ପ୍ରୟୋଗ କରାଯିବ। ଏହି କୃତ୍ରିମ ଭ୍ରୁଣର ବିକାଶ ସହିତ ଜଡିତ ପ୍ରତ୍ୟେକ ଦିଗ…

ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ, ପତ୍ନୀ ଶ୍ୱେତାଙ୍କ ଫଟୋ ସେୟାର କରି କହିଲେ- ‘ବେବି ଅନ୍‌ ଦ ୱେ’

ଖୁବ୍‌ଶୀଘ୍ର ପିତା-ମାତା ହେବାକୁ ଚାହୁଁଛନ୍ତି ଟିଭି ହୋଷ୍ଟ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲ। ଏ ନେଇ ଆଦିତ୍ୟ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆଦିତ୍ୟ ନାରାୟଣ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ଏକ ଫଟୋ ସେୟାର…

ମାଡ ଭୟରେ ସ୍କୁଟି ପଛରେ ବସି ହୋମୱାର୍କ କରୁଛି ଶିଶୁ , ଭିଡିଓ ଦେଖିଲେ ରୋକି ପାରିବେନି ହସ

ପ୍ରାୟତଃ ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଥାଉ ଏବଂ ଆମେ ଆମ ଆଖିକୁ ମଧ୍ୟ ବିଶ୍ୱାସ ହୋଇନଥାଏ । ବିଦ୍ୟାଳୟର ହୋମୱାର୍କ ନ କରିବାରୁ ପ୍ରତ୍ୟେକ ପିଲା ଶିକ୍ଷକଙ୍କ ଦ୍ୱାରା ଗାଳିଗୁଲଜ ଖାଇଥାନ୍ତି। କିଛି ପିଲା ଶିକ୍ଷକଙ୍କ ଗାଳିଗୁଲଜକୁ ଏତେ…

ଦୁଇଟି ମୁଣ୍ଡ ଥିବା ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼

ଘଟଗାଁ(କେନ୍ଯୁଜ୍): ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ସକାଳ ସମୟରେ ଏହି ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ନେଇଥିବା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ…

କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ

କଟକ (କେନ୍ଯୁଜ୍): କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇଜଣ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । କଟକ ଶିଶୁ ଭବନ ଏସଏନସିୟୁରେ ୪ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିବା…