Browsing Tag

children

ଏହି ୨ଟି ଭିଟାମିନ୍‌ର ଅଭାବ ପିଲାଙ୍କୁ କରିପାରେ କୁପୋଷଣର ଶିକାର, ନୂଆ ରିସର୍ଚ୍ଚରେ ହେଲା ଖୁଲାସା 

ଗାଁ ହେଉ କିମ୍ବା ସହର ହେଉ ଆଜିକାଲି ସମସ୍ତଙ୍କ ଖାଦ୍ୟ ଖରାପ ହୋଇଗଲାଣି । ତେବେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଖାଦ୍ୟ ସାମଗ୍ରୀର କିଛି ବାହାର ଜିନିଷ ମିଶ୍ରଣ ଏବଂ କେମିକାଲ ଯୁକ୍ତ ଜିନିଷ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ବିଶେଷକରି ପିଲାମାନଙ୍କ ମଧ୍ୟରେ…

୧୬ ବର୍ଷ ବୟସ ପୂର୍ବରୁ ପିଲାମାନଙ୍କୁ ଶିଖାନ୍ତୁ ଏହି ୫ଟି ଜିନିଷ, ଜୀବନରେ ହାସଲ୍‌ କରିବେ ଅନେକ ସଫଳତା

ପିଲାମାନଙ୍କର ଭଲ ପୋଷଣ କରିବା ଏକ ସହଜ କାମ ନୁହେଁ । ତେବେ ଏହା ପିତାମାତାଙ୍କର ଏକ ଏପରି ଦାୟିତ୍ୱ, ଯାହା ଜଣେ ନିରୀହ ପିଲାକୁ ଜଣେ ସଫଳ ବ୍ୟକ୍ତି ହେବାକୁ ସାହାଯ୍ୟ କରିଥାଏ । ପିତାମାତାଙ୍କର ଟିକିଏ ଅସାବଧାନତା ପିଲାମାନଙ୍କର ଭବିଷ୍ୟତକୁ ଖରାପ କରି ସେମାନଙ୍କୁ ଖରାପ ରାସ୍ତାକୁ ନେଇପାରେ ।…

ପ୍ରତିଦିନ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହି ୫ଟି ଜିନିଷ, ମିଳିବ ଅନେକ ରୋଗରୁ ମୁକ୍ତି

ଶୀତଦିନେ ଶିଶୁ ଏବଂ ବୃଦ୍ଧମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ ପିଲାମାନେ ବାରମ୍ବାର ଅସୁସ୍ଥ ହୁଅନ୍ତି । ପାଣିପାଗର ପରିବର୍ତ୍ତନ ଉଭୟଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏପରି ପରିସ୍ଥିତିରେ ସୁସ୍ଥ ଖାଦ୍ୟ ପିଲାମାନଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା…

ଘରର ପରିବେଶକୁ ନେଇ ପିଲାଙ୍କ ଉପରେ ପ୍ରଭାବ ପଡ଼ୁଛି କି ? ରିସର୍ଚ୍ଚରେ ହେଲା ଖୁଲାସା

ଆମେ ଯେତେବେଳେ ଘର ନିର୍ମାଣ କରିଥାଉ ସେତେବେଳେ ଆମେ ଅନେକ କଥାକୁ ଧ୍ୟାନ ଦେଇଥାଉ । ଯେପରି ଆମେ ଘର କେଉଁ ସ୍ଥାନରେ ତିଆରି କରୁଛୁ, ସେହି ଜମି ଭଲ ହେବା ଉଚିତ, ଭଲ ସମାଜ ଏବଂ ସ୍ଥାନ ଭଲ ହେବା ନିହାତି ଜରୁରୀ ହୋଇଥାଏ । କାରଣ ଏହାର ପ୍ରଭାବ ଆପଣଙ୍କ ଘରର ଲୋକ ଏବଂ ପିଲାଙ୍କ ଉପରେ ପଡିଥାଏ ।…

ପିଲାଙ୍କୁ ଅଧିକ କଫ୍‌ ସିରପ୍‌ ଦେଉଥିଲେ ସାବଧାନ, ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ଯୁବକମାନଙ୍କ ତୁଳନାରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଥାଏ । ତେବେ ପିଲାମାନେ ବାରମ୍ବାର ଅସୁସ୍ଥ ହେବାର ଏହି କାରଣ ହୋଇଥାଏ । ପିଲାଟିର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ବାରମ୍ବାର କାଶ ହୋଇଥାଏ । ଏହା ସହ ପାଣିପାଗ ଏବଂ ପ୍ରଦୂଷଣର ପରିବର୍ତ୍ତନ ସହିତ…

କିପରି ପିଲାଙ୍କୁ କରିବେ ଫ୍ରେଣ୍ଡଲି, ଜାଣନ୍ତୁ ଏକ୍ସପର୍ଟଙ୍କ ଟିପ୍ସ

ଛୋଟ ପିଲାମାନଙ୍କୁ ନୂଆ ଲୋକଙ୍କ ସହ କଥାବାର୍ତ୍ତା କରିବାରେ ଅସୁବିଧା ହୋଇଥାଏ । ତେବେ ଏହା ପିଲାମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଥାଏ । ଅଧିକାଂଶ ପିଲା ଆରମ୍ଭରେ ନୂଆ ଲୋକମାନଙ୍କ ସହିତ ଦେଖା କରିବା କିମ୍ବା କଥା ହେବା ପାଇଁ ଡରିଥାନ୍ତି । କିନ୍ତୁ ପିଲାମାନଙ୍କୁ ଏହାକୁ ନେଇ ଡରିବା ଉଚିତ…

ପିଲାଙ୍କ ଜିଦ୍‌ ପୂରା କରିବା ପାଇଁ ମୋବାଇଲ୍‌ ଫୋନ୍‌ ଦେଉଥିଲେ ସାବଧାନ, ଆଗକୁ ହୋଇପାରେ ବଡ଼ ସମସ୍ୟା

ଆପଣମାନେ ତ ଜାଣିଥିବେ ଯେ ପିଲାମାନେ ପ୍ରାୟତଃ ସବୁ ଜିନିଷ ପାଇଁ ବହୁତ ଜିଦ୍‌ କରିଥାନ୍ତି । ତେବେ ପିଲାଙ୍କ ଜିଦ୍‌ ପୂରଣ କରିବା ପାଇଁ ଆପଣମାନେ କ’ଣ ନିଜ ପିଲାଙ୍କ ହାତରେ ମୋବାଇଲ୍ ଫୋନ୍ ଦେଉଛନ୍ତି କି ? ଯଦି ଆପଣମାନେ ମଧ୍ୟ ଏପରି କରୁଛନ୍ତି, ତାହେଲେ ସାବଧାନ ନଚେତ ଆଗକୁ ଯାଇ ବଡ ସମସ୍ୟା…

ଛୋଟ ପିଲାଙ୍କୁ ବାରାମ୍ବାର ହାକୁଟି ହେଉଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର

ବଡ ଲୋକ ହୁଅନ୍ତୁ କିମ୍ବା ଶିଶୁ ହୁଅନ୍ତୁ ହାକୁଟି ହେବା ସାଧାରଣ କଥା ହୋଇଥାଏ । କିନ୍ତୁ ଯେତେବେଳେ ଏହି ସମସ୍ୟା ବାରମ୍ବାର ହୋଇଥାଏ, ଏହା ଅନେକ ଅସୁବିଧାର କାରଣ ହୋଇପାରେ । ତେବେ ଆପଣମାନେ ତ ଜାଣିଥିବେ ଯେ ବଡ ଲୋକଙ୍କର ହାକୁଟି ହେଲେ ସେମାନେ ଏହି ସମସ୍ୟାକୁ ପାଣି ପିଇବା ଦ୍ୱାରା ଠିକ୍‌…

ଛୋଟ ପିଲାଙ୍କ ସହ ପ୍ଲେନ୍‌ରେ ଯାତ୍ରା କରୁଛନ୍ତି କି ? ଏପରି ରଖନ୍ତୁ ତାଙ୍କ ଧ୍ୟାନ

ପିଲାମାନଙ୍କ ସହିତ ପ୍ଲେନରେ ଯାତ୍ରା କରିବା ପିତାମାତାମାନଙ୍କ ପାଇଁ ଏକ ବଡ଼ ଆହ୍ଵାନ ହୋଇଥାଏ । ତେବେ ଫ୍ଲାଇଟ୍‌ରେ କିଛି ସିମିତ ସ୍ଥାନରେ, ଏକ ନୂଆ ସ୍ଥାନକୁ ଯାତ୍ରା କରିବା ଏବଂ ବହୁତ ଅଜ୍ଞାତ ଲୋକଙ୍କ ସହ ଅଧିକ ସମୟ ଯାତ୍ରା କରିବା ପିଲାଙ୍କ ପାଇଁ ବିରକ୍ତିକର ହୋଇଯାଏ । କିନ୍ତୁ ଟିକିଏ…

UN ରିପୋର୍ଟ : ଜଳବାୟୁ ପରିବର୍ତ୍ତନ ଯୋଗୁ ଗର୍ଭବତୀ ମହିଳା ଓ ଛୋଟ ପିଲା ହୋଇପାରନ୍ତି ଅଧିକ ପ୍ରଭାବିତ

ଜଳବାୟୁ ପରିବର୍ତ୍ତନ ହେବାର ଏକ ପ୍ରମୁଖ କାରଣ ହେଉଛି ଲୋକମାନଙ୍କ ଖରାପ ଲାଇଫ୍‌ ଷ୍ଟାଇଲ୍‌ । ଯେଉଁଥି ପାଇଁ ଆମେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ । ସୂଚନା ମୁତାବକ, ଏହି ପରିବର୍ତ୍ତନ ଯୋଗୁ ସାଧାରଣ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳା ଓ ଛୋଟ ପିଲା ଅଧିକ ପ୍ରଭାବିତ ହେଉଛନ୍ତି ।…

ପିଲାଙ୍କ ଜିଦ୍‌ ଅଭ୍ୟାସକୁ ଦୂରେଇବା ପାଇଁ ସ୍ମାର୍ଟ ଉପାୟରେ କରନ୍ତୁ ଡିଲ୍‌, ତୁରନ୍ତ ଚୁପ ହେବେ ପିଲା

କିଛି ପିଲାଙ୍କର ଅଧିକ ଜିଦ କରିବା ପ୍ରକୃତି ରହିଥାଏ । ଏଭଳି ପରିସ୍ଥିତିରେ ପିଲାମାନେ ଘରେ ସବୁବେଳେ ନିଜ ବାପା ମା’ଙ୍କ ସାମ୍ନାରେ ଜିଦ୍‌ କରିଥାନ୍ତି । କିନ୍ତୁ ବେଳେବେଳେ ପିଲାମାନେ ବାହାର ସ୍ଥାନରେ ଲୋକମାନଙ୍କ ସାମ୍ନାରେ ମଧ୍ୟ ଜିଦ୍‌ କରିବା ଆରମ୍ଭ କରନ୍ତି । ଯେଉଁଥିପାଇଁ ବାପା ମା’ଙ୍କୁ…

୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ମହିଳା,ଜନ୍ମ କରିବେ ଦଶମ ସନ୍ତାନ

୭ ବର୍ଷରେ ୯ଟି ଛୁଆ । ପୁଣି ଥରେ ହୋଇଛନ୍ତି ପ୍ରେଗନାଣ୍ଟ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଆଜିର ସମୟରେ ଗୋଟିଏ ପିଲାକୁ ସମ୍ଭାଳିବା ମୁସ୍କିଲ ହେଉଥିବା ବେଳେ ୯ ଟି ପିଲାକୁ ସମ୍ଭାଳିବା କେତେ ଯେ କଷ୍ଟକର ବ୍ୟାପାର ତାହା କଳ୍ପନା ମଧ୍ୟ କରିହେବ ନାହିଁ । କିନ୍ତୁ ଜଣେ…