କରୋନାରେ ଆରପାରିକୁ ଚାଲିଗଲେ ବାପା ମା’, ଏବେ ଦେଢ଼ ମାସ ଶିଶୁର ମା’ ସାଜିଛି ୭ ବର୍ଷର ଭଉଣୀ
ଜଳେଶ୍ୱର(କେ ନ୍ୟୁଜ): ଗାଁ ଦାଣ୍ଡ ଆଜି ପୂରା ଶୂନଶାନ, କାଉ କୋଇଲିଙ୍କ ସ୍ବର ଶବ୍ଦ ବି ଶୁଣିବାକୁ ମିଳୁନି, ଘର ଭିତରେ ଦେଢ ମାସ ର ସାନଭାଇ କୁ ଝୁଲଣା ରେ ଝୁଲାଇ ଝୁଲାଇ ଶୂଆଇ ଦେଉଛି ବଡ ଭଉଣୀ , କୁନି ଭାଇ ଟି ଯଦି ନିଦରୁ ଉଠି କାନ୍ଦୁଛି , ବଡ ଭଉଣୀ ତାକୁ କାନ୍ଧରେ ପକାଇ ବୁଲାଇ ଆଣୁଛି , ଆଉ…