Browsing Tag

children drowned

ମୃତ୍ୟୁ ଛକିଥିଲା ମହାନଦୀରେ; ଯୋବ୍ରାରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୩ ସାଙ୍ଗ, ଜଣେ ମୃତ, ଅନ୍ୟ ୨ ନିଖୋଜ

କଟକ (କେନ୍ୟୁଜ): ମୃତ୍ୟୁ ଛକିଥିଲା ମହାନଦୀରେ। ଯୋବ୍ରା ବ୍ୟାରେଜ୍‌ ନିକଟରେ ବୁଡ଼ି ଜଣଙ୍କ ମୃତ୍ୟୁ । ଅନ୍ୟ ୨ ନାବାଳକଙ୍କ ପତ୍ତା ମିଳୁନାହିଁ । ମୃତକ ଚାରିଘରିଆ ଅଞ୍ଚଳର ମହମ୍ମଦ ସାହିଲ । କାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୭ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ…

କଳାହାଣ୍ଡି କୁଟରୁଗୁଡାରେ ଅଘଟଣ: ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ

କଳାହାଣ୍ଡି(କେନ୍ଯୁଜ୍): ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ କୁଟରୁଗୁଡାରେ ଅଘଟଣ ଘଟିଛି। ମୃତ ଦୁଇ ଶିଶୁ ହେଲେ କସ୍ମିତା ମାଝୀ ଓ ସୁଶାନ୍ତ ମାଝୀ । ବାପା ମାଆ ଚାଷଜମିରେ କାମ କରୁଥିବାବେଳେ ଦୁଇ ଶିଶୁ ପୋଖରୀ ନିକଟକୁ ଚାଲିଯାଇଥିଲେ । କିଛି…