ନାଳରେ ବୁଡି ଦୁଇ ନାବାଳକ ମୃତ
ଅନୁଗୁଳ : ହଣ୍ଡପା ଥାନା ଅଂଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ନାଳରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି | ଜଣେ ନାବାଳକ ହେଲେ କାଳିଆ ବେହେରାଙ୍କ ପୁଅ ବାଦଲ ଓ ଅନ୍ୟ ଜଣେ ହେଲେ ଜୟନ୍ତ ପ୍ରଧାନଙ୍କ ପୁଅ ସୁରେନ୍ଦ୍ର | ସ୍କୁଲରୁ ଫେରି ନାଳ ନିକଟକୁ ଯାଇଥିବା ବେଳେ ଘଟିଛି ଅଘଟଣ |…