ଶ୍ରଦ୍ଧାରେ କାନ ଧରି ମୁଣ୍ଡକୁ ମଣ୍ଡ ବାଡ଼େଇଲେ, କପାଳରେ ଲଗାଇଲେ ମୁଦ୍ରା…ପିଲାଙ୍କ ସହ ଏମିତି ମସ୍ତି କଲେ…
ପିଲାମାନଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ମଜା ମସ୍ତି କରୁଥିବାର ନଜର ଆସନ୍ତି ପିଏମ୍ ମୋଦି। ଗତକାଲି ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ପିଏମ୍ ମୋଦିଙ୍କ…