ଚିଲି ଜଙ୍ଗଲରେ ଭୟଙ୍କର ନିଆଁ : ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା, ଏପର୍ଯ୍ୟନ୍ତ ୪୬ ମୃତ
ଚିଲିରେ ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ଅତିକମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ହଜାର ହଜାର ଏକରରେ ପରିବ୍ୟାପ୍ତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଫଳରେ କିଛି ଅଞ୍ଚଳର ଲୋକ ନିଜ ଘର ଛାଡିବାକୁ ବାଧ୍ୟ…