Browsing Tag

chile atacama desert

ଦୁନିଆର ସବୁଠାରୁ ଶୁଖିଲା ମରୁଭୂମିରେ ଫୁଟିଲା ଫୁଲ, ବାଇଗଣୀ ରଙ୍ଗ ଫୁଲରେ ସଜେଇ ହେଲା ମରୁଭୂମି

ଫୁଲଟିଏ ଦେଖିଦେଲେ ମନରେ ଥିବା ସବୁ କ୍ଲାନି ଏବଂ ଦୁଃଖ ଦୂର ହୋଇଯାଏ। ଖିଲିଖିଲି ହୋଇ ହସୁଥିବା ଫୁଲ ଦେଖିସମସ୍ତଙ୍କ ମନ ଉତଫୁଲିତ ହୋଇଯାଏ। ବାଡି ବଗିଚାରେ କିମ୍ବା କାହା ବାଲକୋନୀରେ ଫୁଲ ଫୁଟୁଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ କେବେ ଭାବିଛନ୍ତି କି, ଦୁନିଆର ସବୁଠାରୁ ଶୁଖିଲା…