Browsing Tag

chilika lake

ଦୀର୍ଘ ଦଶନ୍ଧି ପରେ ଚିଲିକାର ପାଲୁର୍‌ କେନାଲରେ ଡଲଫିନ୍‌ ଦୃଶ୍ୟମାନ

ଚିଲିକା: ଚିଲିକା ପାଲୁର୍‌ କେନାଲରେ ଡଲଫିନ୍‌ । ଦୀର୍ଘ ଦଶନ୍ଧି ପରେ ଦୃଶ୍ୟମାନେ ହୋଇଛି । ଇଏ ହେଉଛି ସେହି ଡଲଫିନ୍‌ । ପାଣିରେ ଏପଟ ସେପଟ ହେଉଥିବା ବେଳେ ନଜର ଆସିଛି । କୁହାଯାଉଛି, କେନାଲର ଉପମୁଣ୍ଡରେ ଖନ୍ଦା ହଟାଇବା ଓ ଚିଙ୍ଗୁଡ଼ି ଘେରି ସଫା କରିବା ପରେ ଡଲଫିନ୍‌ ପାଲୁର କେନାଲରେ…

ଚିଲିକାରେ ଫସିଥିବା ଜାହାଜରୁ କଢାଯିବ ତେଲ, ପରିବହନ ମନ୍ତ୍ରୀ ଦେଲେ ସୂଚନା

ଚିଲିକା ରାଜହଂସରେ ଫସିଥିବା ମାଲେସିଆ ଜାହାଜରୁ ଆରମ୍ଭ ହେବ ତେଲ କଢ଼ା ପ୍ରକ୍ରିୟା। ଜାହାଜ ମାଲିକଙ୍କ ସହ ଏସମ୍ପର୍କରେ ଯୋଗାଯୋଗ କରାଯାଇଛି। ଜାହାଜ ମାଲିକ ପୁରୀ ଜିଲ୍ଲାପାଳଙ୍କ ସହ ବି ଆଲୋଚନା କରିଛନ୍ତି। ଏନେଇ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଜାହାଜରେ ଥିବା ୩୦ହଜାର ଲିଟର ତେଲ…

ଚିଲିକାକୁ ମହାବିପଦ, ରାଜହଂସ ଦ୍ୱୀପରେ ଫସିଥିବା ମାଲେସିଆ ଜାହଜରୁ ତେଲ୍‌ ଲିକ୍‌ ଆଶଙ୍କା, ରାଜ୍ୟ ସରକାରଙ୍କୁ ଚିଠି…

ଚିଲିକା ପ୍ରତି ବିପଦ। କେବଳ ଚିଲିକା ନୁହେଁ, ଓଡିଶା ଉପକୂଳ ପ୍ରତି ବିପଦ ରହିଛି। ଚିଲିକା ନିକଟ ରାଜହଂସ ଦ୍ୱୀପରେ ଫସିରହିଛି, ମାଲେସିଆ ଜାହଜ ଟଗ ଜିନ୍‌ ହୁୱା ୩୨। ଏହି ଜାହାଜ ଓଡ଼ିଶା ଉପକୂଳ ପ୍ରଦୂଷିତ କରିପାରେ। ଏ ଆଶଙ୍କା କରି ରାଜ୍ୟ ସରକାରଙ୍କ ଚିଠି ଲେଖିଛି କୋଷ୍ଟଗାର୍ଡ। କୁହାଯାଇଛି,…