ଚିଲିକାକୁ ମହାବିପଦ, ରାଜହଂସ ଦ୍ୱୀପରେ ଫସିଥିବା ମାଲେସିଆ ଜାହଜରୁ ତେଲ୍ ଲିକ୍ ଆଶଙ୍କା, ରାଜ୍ୟ ସରକାରଙ୍କୁ ଚିଠି…
ଚିଲିକା ପ୍ରତି ବିପଦ। କେବଳ ଚିଲିକା ନୁହେଁ, ଓଡିଶା ଉପକୂଳ ପ୍ରତି ବିପଦ ରହିଛି। ଚିଲିକା ନିକଟ ରାଜହଂସ ଦ୍ୱୀପରେ ଫସିରହିଛି, ମାଲେସିଆ ଜାହଜ ଟଗ ଜିନ୍ ହୁୱା ୩୨। ଏହି ଜାହାଜ ଓଡ଼ିଶା ଉପକୂଳ ପ୍ରଦୂଷିତ କରିପାରେ। ଏ ଆଶଙ୍କା କରି ରାଜ୍ୟ ସରକାରଙ୍କ ଚିଠି ଲେଖିଛି କୋଷ୍ଟଗାର୍ଡ। କୁହାଯାଇଛି,…