Odisha News
.
Browsing Tag

Chilika

ଫନି ପ୍ରଭାବ, ଚିଲିକାରେ ଖୋଲିଲା ୪ଟି ନୂଆ ମୁହାଣ

ଭୁବନେଶ୍ୱର (କେ ନିଉଜ଼) : ଫନି ପ୍ରଭାବରେ ଚିଲିକାରେ ଖୋଲିଲା ୪ଟି ନୂଆ ମୁହାଣ। ପୂର୍ବରୁ ମାତ୍ର ୨ଟି ମୁହାଣ ଥିବା ବେଳେ ଫନି ପ୍ରଭାବରେ ଜୈବ ବିବିଧତାରେ ପରବର୍ତ୍ତନ ଘଟିଛି। ଉଚ୍ଚ ଜୁଆର ଓ ପବନର ତୀବ୍ର ବେଗ ଫଳରେ ଏହି ମୁହାଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫନି କେବଳ ବିପର୍ଯ୍ୟୟ ଆଣିନି,…

ମିଛ ବିଜେପିର ବଡ଼ ପୁଞ୍ଜି, ଚିଲିକାକୁ ବିକ୍ରି କରିବାକୁ କରିଥିଲା ଚକ୍ରାନ୍ତ

ରଣପୁର : ମିଛ ବିଜେପିର ବଡ଼ ପୁଞ୍ଜି। ରଣପୁରରେ ନିର୍ବାଚନ ସଭାରେ କେନ୍ଦ୍ର ଓ ବିଜେପିକୁ ଟାର୍ଗେଟ କରି ଏକଥା କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନ ସମୟରେ ବିଜେପିର ବଡ଼ ବଡ଼ ନେତା ଓଡ଼ିଶା ଆସୁଛନ୍ତି । ଭୋଟ୍‌ ମାଗୁଛନ୍ତି । ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।…

ସାତପଡ଼ାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟବନ୍ଦ ଆନ୍ଦୋଳନ

ଚିଲିକା(କେନ୍ୟୁଜ୍) : ସାତପଡ଼ାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-ସିଡିଏ କର୍ମଚାରୀଙ୍କ କାର‌୍ୟ୍ୟବନ୍ଦ ଆନ୍ଦୋଳନ । ଗତକାଲି ଗମ୍ଭାରୀ ଗାଁର କିଛି ଲୋକ ରାଲିରେ ଯୋଗଦେବା ଲାଗି ଜହ୍ନିକୁଦା ଗାଁକୁ ଯିବା ପାଇଁ ସିଡିଏ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଫେରୀ ଜୋରଜବରଦସ୍ତ ନେଇଯାଇଥିଲେ ବୋଲି…

ଶୀତଋତୁ ସହ ଚିଲିକା ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ଆଗମନ

ଚିଲିକା (କେନ୍ୟୁଜ୍) : ଚିଲିକା ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟରେ ଏବେ ଭଳିକି ଭଳି ବିଦେଶାଗତ ପକ୍ଷୀ । ଶୀତଋତୁ ଆସିଲେ କାହିଁ କେତେ ଦୂରରୁ ପ୍ରତିବର୍ଷ ଚଲିକା ବକ୍ଷକୁ ଉଡ଼ି ଆସନ୍ତି ଏସବୁ ପକ୍ଷୀ । ରଙ୍ଗବେରଙ୍ଗ ପକ୍ଷୀଙ୍କୁ ଦେଖିବା ପାଇଁ ଏବେ ମଙ୍ଗଳାଯୋଡ଼ିରେ ପର‌୍ୟ୍ୟଟକଙ୍କ ଭିଡ଼ ।…

ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଚିଲିକାରେ ଘେରି ଉଚ୍ଛେଦ ନେଇ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଚିଲିକାରେ ଉଦ୍‌ଘାଟିତ ହେଲା ଭସା ପୋଲ

ଚିଲିକା (କେନ୍ଯୁଜ୍) : ଚିଲିକାରେ ଉଦ୍‌ଘାଟିତ ହେଲା ଭସା ପୋଲ । ବିଧାୟକ ସଂଜୟ ଦାସବର୍ମା ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ପୋଲ ସାତପଡ଼ାରୁ ଜହ୍ନିକୁଦାକୁ ଚିଲିକାରେ ୫ କିଲୋମିଟର ବାଟ ଜଳ ମଧ୍ୟରେ ଯିବ । ଏହି ଭସା ପୋଲ ମଧ୍ୟମରେ କୃଷ୍ଣପ୍ରସାଦ ବ୍ଲକର ଲୋକେ ସୁବିଧାରେ ଯାତାୟତ କରିପାରିବେ ।…

ଚିଲିକା ମତ୍ସ୍ୟଜୀବୀ ମହାସଂଘର କର୍ମକର୍ତ୍ତା ଚୟନ ଓ ଆଗାମୀ କାର୍ଯ୍ଯପନ୍ଥା ପାଇଁ ଗ୍ରହଣ କରାଗଲା ନିଷ୍ପତ୍ତି

ଚିଲିକା(କେନ୍ଯୁଜ୍) : ଚିଲିକା ମତ୍ସ୍ୟଜୀବୀ ମହାସଂଘର କର୍ମକର୍ତ୍ତା ଚୟନ ଓ ଆଗାମୀ କାର୍ଯ୍ଯପନ୍ଥା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଚିଲିକା ବ୍ଲକ୍‌ ସୋରଣ ମା ଯୋଗମାୟା ପୀଠରେ ଶହଶହ ସଂଖ୍ୟାରେ ମତ୍ସ୍ୟଜୀବୀ ଏକତ୍ରିତ ହୋଇଥିଲେ ।  ସୋରଣ ଗ୍ରାମ କମିଟିର ସଭାପତି କିଶୋର ବେହେରାଙ୍କ…

ଚିଲିକାରେ ଆଉ ଏକ ନୂଆ ମୁହାଣ ସୃଷ୍ଟି, ଅତ୍ୟଧିକ ବର୍ଷା ଓ ଲଘୁଚାପ କାରଣରୁ ସୃଷ୍ଟି ହୋଇଥିବା ଅନୁମାନ

ଚିଲିକା(କେନ୍ଯଜ୍) : ଚିଲିକାରେ ଆଉ ଏକ ନୂଆ ମୁହାଣ ସୃଷ୍ଟି ହୋଇଛି । ଅରଖକୁଦା ଗାଁ ନିକଟରେ ଏହି ମୁହାଣ ସୃଷ୍ଟି ହୋଇଛି । ଅତ୍ୟଧିକ ବର୍ଷା ଓ ଲଘୁଚାପ କାରଣରୁ ନୂଆ ମୁହାଣ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ପୁରୁଣା ମୁହାଣ ଠାରୁ ଅଢ଼େଇ କିଲୋମିଟର ଦୂରରେ ନୂଆ ମୁହାଣ ସୃଷ୍ଟି ହୋଇଛି ।…

ଚିଲିକାରେ ହେଲିକପ୍ଟର ଉଡ଼ାଇବା ଘଟଣା, ବଢିଲା ବୈଜୟନ୍ତଙ୍କ ପାଇଁ ଅଡୁଆ

ଭୁବନେଶ୍ବର(କେନ୍ଯୁଜ୍) : ଚିଲିକାରେ ହେଲିକପ୍ଟର ଉଡ଼ାଇବା ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବଢିଯାଇଛି ଅଡୁଆ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, ବେଆଇନ ଭାବେ କମ୍‌ ଉଚ୍ଚତାରେ ଉଡ଼ିଥିଲା ହେଲିକପ୍ଟର । ଯାହାଫଳରେ ମାଛ, ପକ୍ଷୀ ଓ ଡଲଫିନ୍‌ଙ୍କ ଉପରେ…

ଚିଲିକାରେ ଉଡିଥିଲା ଇମ୍ଫାର ହେଲିକପ୍ଟର,ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ

ଚିଲିକା(କେନ୍ଯୁଜ୍): ଚିଲିକାରେ ଉଡିଥିଲା ଇମ୍ଫାର ହେଲିକପ୍ଟର । ସେହି ହେଲିକପ୍ଟରକୁ ସିଜ୍‌ କରିଛି ପୁରୀ ପୋଲିସ । ଏହାସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀଗତ ୧୫ ତାରିଖରେ ଚିଲିକା…

ଚିଲିକା ଉପରେ ଧଳା ରଙ୍ଗର ହେଲିକପ୍ଟର କାହିଁକି ଏବଂ କାହାର ଉଡିଲା ? ଏବେ ତଦନ୍ତ ହେଉଛି

ଚିଲିକା(କେନ୍ଯୁଜ୍) : ଚିଲିକା ଉପରେ ସି ପ୍ଲେନ ନୁହଁ ଉଡିଥିଲା ଧଳା ରଙ୍ଗର ହେଲିକପ୍ଟର। ଏହାକୁ ନେଇ ପୁରୀ ଜିଲ୍ଲା ଅରଖକୁଦା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି। ବେଆଇନ ଉଡଣା ଯୋଗୁଁ ପରିବେଶ କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚିଲିକା ନୋ ପ୍ଲାଇଂ ଇକୋ ସେନସିଟିଭ୍‌ ଜୋନରେ ଆସୁଛି।…

ଭୁବନେଶ୍ୱରରୁ ଚିଲିକା ଉ଼ଡିପାରେ ସି ପ୍ଲେନ୍‌ !

ଖୋର୍ଦ୍ଧା : ଚିଲିକାରେ ହେବ ୱାଟର ଏରୋଡ୍ରମ। ଭୁବନେଶ୍ୱରରୁ ଚିଲିକା ଉ଼ଡି ପାରେ ସି ପ୍ଲେନ୍‌। ଏଥିପାଇଁ ସର୍ଭେ ଆରମ୍ଭ ହୋଇ ସାରିଛି। ଗତ ସପ୍ତାହରେ ଭାରତୀୟ ବିମାନବନ୍ଦରର କର୍ତ୍ତୃପକ୍ଷ, ଡିଜିସିଏ,ସ୍ପାଇସଜେଟ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜଳସଂପଦ ବିଭାଗର ଅଧିକାରୀଙ୍କୁ ନେଇ ଏକ…