Browsing Tag

Chilika

ସକାଳ ୬ରୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀ ଗଣନା, ମୋଟ ୨୧ଟି ଟିମ ନିୟୋଜିତ

ଚିଲିକା (କେନ୍ୟୁଜ): ଚିଲିକାରେ ଚାଲିଛି ପକ୍ଷୀ ଗଣନା । ଏବର୍ଷ ଚିଲିକା ହ୍ରଦରେ କେତେ ପକ୍ଷୀ ଅଛନ୍ତି ତାର ଗଣନା ହେଉଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା ମଧ୍ୟାହ୍ନରେ ୧୨ଟାରେ ସରିବ । ଏହି କାର୍ଯ୍ୟରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ, ତାଲିମ ପ୍ରାପ୍ତ…

ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା, ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ ଗଣନା

ଟାଙ୍ଗି (କେନ୍ୟୁଜ): ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଚାଲିଛି। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍‌ ଓ ସାତପଡ଼ାରେ ୮ଟି ଟିମ୍‌ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ୨ଟି ରେଂଜକୁ ୩ଟି…

ବାରମ୍ବାର ଘଟୁଛି ଯାନ୍ତ୍ରିକ ତ୍ରୁଟି, ମଝି ଚିଲିକାରେ ଫସିଲ ଭସା ପୋଲ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ର ଜହ୍ନିକୁଦା-ସାତପଡ଼ା ଚିଲିକା ମଝିରେ ଭସାପୋଲର ଯାନ୍ତ୍ରିକ ତୃଟି ଯୋଗୁଁ ଚିଲିକା ମଝିରେ ପୁଣି ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଭସାପୋଲ ଉପରେ ଫସିଛନ୍ତି ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ । ଏବଂ 5 ଟି ଚାରି ଚକିଆ ଯାନ ଏବଂ 20 ରୁ…

ଚିଲିକାର କାଙ୍କଣ ଶିଖରୀ ନୀଳ ଜଳ ରାଶିରେ ପାଳିତ ହୋଇଛି ନିଆରା ରଥଯାତ୍ରା

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା। ଭକ୍ତ ଆଉ ତା…

ଓଡିଶାରେ ଉଠାଇପାରିବେ ମାଲଦୀପର ମଜା, ଆସନ୍ତାକାଲି ଚିଲିକାରେ ଲୋକାର୍ପିତ ହେବ ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ଗରୁଡ଼…

ଟାଙ୍ଗୀ(କେନ୍ୟୁଜ୍):  ଆସନ୍ତା କାଲି ଦିବା ୧୦ଟା ସମୟରେ ଚିଲିକା ବଡ଼କୁଳ ପାନ୍ଥ ନିବାସ ନିକଟରେ  ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ଚିଲିକାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଉନ୍ନତ ଧରଣର ସେବା .ଯେୋଗାଇବା ଲକ୍ଷ.ରେ ଘ.ରୋଇ…

ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ-ଗରୁଡ଼

ଟାଙ୍ଗୀ(କେନ୍ୟୁଜ୍‌): ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ଦ୍ୱାରା ଆସନ୍ତା କାଲି ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ ଲୋକାର୍ପିତ ହେବ।…

ଚିଲିକାରେ ବୁଡିଲା ଯାତ୍ରୀ ବାହୀ ଡଙ୍ଗା, ୧୧ ଉଦ୍ଧାର ଓ ଜଣେ ନିଖୋଜ

ଟାଙ୍ଗୀ (କେନ୍ୟୁଜ୍): ଚିଲିକାରେ କାଳ ବୈଶାଖୀର ତାଣ୍ଡବ।ବୁଡିଲା ଯାତ୍ରୀ ବାହୀ  ଡଙ୍ଗା।  କାଳି ଜାଇ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଲା ଡଙ୍ଗା। ବାଲେଶ୍ୱର ଅଞ୍ଚଳର ୧୨ ଜଣ ପର୍ଯ୍ୟଟକ ଥିଲେ ଡଙ୍ଗାରେ। ୧୧ ଜଣ ଉଦ୍ଧାର ହୋଇଥିବା ବେଳେ  ଜଣେ ନିଖୋଜ ହୋଇଛନ୍ତି। ଉଦ୍ଧାର ୧୧ ଜଣଙ୍କୁ…

ଚିଲିକା ମଝିରେ କାଳ ବୈଶାଖୀର ତାଣ୍ଡବ: ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଧୀବର

ଟାଙ୍ଗୀ(କେନ୍ୟୁଜ୍):  କାଳ ବୈଶାଖୀର ପ୍ରଭାଵରେ ଚିଲିକାରେ ବୁଡିଲା  ମାଛ ମରା  ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ଘଟଣା ଘଟିଛି  ଚିଲିକାର  ୪ ନଂ କୁଦ ନିକଟରେ । ସବୁ  ଦିନ ଭଳି  ଗତ କାଲି  ଚିଲିକାରେ  ମତ୍ସ୍ୟଜୀବୀମାନେ  ମାଛ ମାରିବା  ପାଇଁ ଯାଇଥିଲେ ।  ମାଛ ମାରିବା ପାଇଁ  ଜାଲ…

ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗ:ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ମତ୍ସ ବିଭାଗକୁ ହାଇକୋର୍ଟଙ୍କ…

କଟକ(କେନ୍ୟୁଜ୍):  ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗ । ହାଇକୋର୍ଟରେ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମତ୍ସ ବିଭାଗ…

ଏପ୍ରିଲ ୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି; ବିଧାନସଭା ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୧୫ ତାରିଖରେ ସମସ୍ତେ ଚିଲିକା ବୁଲିବାକୁ ଯିବେ। ୬ ତାରିଖ ସୁଦ୍ଧା ଇଚ୍ଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସା ପୋଲ : ୧୦୦ରୁ ଅଧିକ ଯାତ୍ରୀ ସହ ଫସି ରହିଛି ଦୁଇଟି ବସ୍

ଚିଲିକା (କେନ୍ୟୁଜ୍): ଆଜି ସକାଳ ୭ଟା ସମୟରେ ସାତପଡ଼ା ଘାଟରୁ ଯାତ୍ରୀବାହୀ ଭସା ପୋଲଟି କୃଷ୍ଣପ୍ରସାଦ ଜନିକୁଡ଼ା ଘାଟକୁ ଦୁଇଟି ବସ , ୧୦୦ରୁ ଉର୍ଦ୍ଧ ଯାତ୍ରୀ ନେଇ ବାହାରି ଥିଲା । ହଠାତ୍ ନିଜ ଭାରସାମ୍ୟ ହରାଇ ଚିଲିକା ମଝିରେ ଫସି ଯାଇଛି । ଚିଲିକାରେ ପାଣି କମ ଥିବାରୁ ଚ୍ୟାନେଲ ବାହାରକୁ…

ଆସନ୍ତାକାଲି ହେବ ଚିଲିକା ବାର୍ଷିକ ସର୍ଭେ, ନିୟୋଜିତ ହେବେ ୨୮ଟିମ୍‌

କେନ୍ଯୁଜ୍: ଆସନ୍ତାକାଲି ହେବ ଚିଲିକା ବାର୍ଷିକ ସର୍ଭେ । ବାର୍ଷିକ ସର୍ଭେ ପାଇଁ ନିୟୋଜିତ ହେବେ ୨୮ଟିମ୍‌ । କାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ସର୍ଭେ । ପକ୍ଷୀ, ଡଲଫିନ୍‌, ଚିଙ୍ଗୁଡି ଘେରି କେତେ ରହିଛି, ସେ ସମ୍ପର୍କରେ ହେବ ସର୍ଭେ । ଏହି ସମୟରେ କୌଣସି ଡଙ୍ଗା ଚାଲିବ…