Browsing Tag

Chilla Recipe

ବର୍ଷା ପାଗରେ ଚା ସହିତ ନିଅନ୍ତୁ ଆଳୁ ଚିଲ୍ଲାର ମଜା, ବନାଇବା ବହୁତ ସହଜ

ସନ୍ଧ୍ୟାରେ ଚା ସହିତ କିମ୍ବା ଟିଫିନରେ ଯଦି ଆପଣ ଚଟପଟା ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଏହି ରେସିପିକୁ ଟ୍ରାଏ କରିପାରିବେ। ୧୦ ମିନିଟରେ ପ୍ରସ୍ତୁତ ହେଉଥିବା ଏହି ଟେଷ୍ଟି ରେସିପି ଯାହାର ନାଁ ହେଉଛି ଆଳୁ ଚିଲ୍ଲା। ତେବେ ଆଉ ଡେରି କାହିଁକି ଆସନ୍ତୁ ଜାଣିବା ଏହାକୁ କେମିତି ସହଜରେ କରିବେ…