Browsing Tag

chilli egg

ଘରେ ପ୍ରସ୍ତୁତ କରନ୍ତୁ ଚିଲ୍ଲୀ ଏଗ୍‌

ଅଣ୍ଡାରେ ଅନେକ ପୋଷକ ତତ୍ତ୍ୱ ଏବଂ ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଯଦି ଅଣ୍ଡା ଖାଇ ଖାଇ ବିରକ୍ତି ହୋଇଗଲେଣି ତେବେ ଆପଣ ଅଣ୍ଡାର ଏହି ନୂଆ ରେସିପିକୁ କରନ୍ତୁ। ସାଧାରଣ ଅଣ୍ଡା ତରକାରୀ ବଦଳରେ ଆପଣ ଘରେ ଚିଲ୍ଲୀ ଅଣ୍ଡା ପ୍ରସ୍ତୁତ କରିପାରିବେ। ଆବଶ୍ୟକ…