ଜାଣନ୍ତୁ କିପରି ବନାଇବେ ସ୍ୱାଦିଷ୍ଟ ଚିଲି ପଣସ କଠା ତରକାରୀ
ଏବେ ଚାଲିଛି ଆମ୍ଭ ଓ ପଣସର ସିଜିନ୍ । ସବୁଠି ଭରି ରହିଛି ପଣସ । ତେବେ ପାଚିଲା ପଣସ ଅପେକ୍ଷା ପଣସ କଠା ତରକାରୀର ସ୍ୱାଦ କିଛି ନିଆରା । ଆଜି ଆସନ୍ତୁ ଜାଣିବା କିପରି ବନାଇବେ ସ୍ୱାଦିଷ୍ଟ ପଣସ କଠା ତରକାରୀ ।
ସାମଗ୍ରୀ:
୫୦୦ ଗ୍ରାମ ପଣସ କଠା
୨ ବଡ଼ ଚାମଚ ଚାଉଲ ଅଟା
୨ ବଡ଼ ଚାମଚ…