ନାଗସାପକୁ ଦେଖି ବିଚଳିତ ହୋଇ ଡିଆଁ ମାରିଲେ ସିମ୍ପାଞ୍ଜି ଦଳ, ଭିଡିଓ ଦେଖି ହସି ହସି ଗଡିଯିବେ ଆପଣ
ମଣିଷ ହେଉ ଅବା ଜୀବଜନ୍ତୁ ସମସ୍ତଙ୍କ ଭିତରେ ଡର ବା ଭୟ ନିଶ୍ଚିତ ଭାବେ ରହିଥାଏ। ଯେଉଁ ଜିନିଷକୁ ମଣିଷ ପିଲା ଡରିଯାଏ, ସେହି ଜିନିଷକୁ ଦେଖି ଜୀବଜନ୍ତୁଙ୍କ ଛୁଆ ମଧ୍ୟ ଡରିଯାଆନ୍ତି। ଛୋଟ ପିଲା ଯେମିତି ସାପ ଦେଖିଲେ ଡରି ଦୌଡି ପଳାଏ, ସେହିପରି ସିମ୍ପାଞ୍ଜି ଛୁଆ ମଧ୍ୟ ଡରି ଡେଇଁ ପଳାଏ। ଏମିତି…