Browsing Tag

China Army

ଏମିତି କୌଶଳ କରୁଛି ଚୀନ୍ ସେନା : ସୀମାରେ ଥିବା ଭାରତୀୟ ଗାଁରେ ଛାଡ଼ି ଦେଉଛନ୍ତି ଭୟଙ୍କର କୁକୁର

ଗଲଓ୍ଵା ଘାଟି ଏବଂ ପେଙ୍ଗଗ୍‌ ହ୍ରଦ ନିକଟରେ ସଂଘର୍ଷ ପରେ ଲଦାଖର ଡେନ୍‌ମୋଚ୍‌ ସୀମାବର୍ତ୍ତୀ ଗାଁରେ ଚୀନ୍‌ ଏବେବି ଦାଦାଗିରି ଜାରି ରଖିଛି । ସ୍ଥାନୀୟ ଗ୍ରାମବାସୀ କିଛି ବର୍ଷ ଧରି ଚୀନ୍‌ର ହରକତ୍‌ ସହିଆସୁଛନ୍ତି । ଲଦାଖରେ ଡେମ୍‌ଚୋକ୍‌ ଗାଁ, ଏଲ୍‌ଏସିର ଜିରୋ ଲାଇନ୍‌ରେ ଅବସ୍ଥିତ । ଏହି…