ଚୀନ୍କୁ ଆଉ ଏକ ଝଟ୍କା ଦେବା ପ୍ରସ୍ତୁତିରେ ମୋଦି ସରକାର, ଡ୍ରାଗନ୍ର ହେବ ୨ ହଜାର କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ : ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଲାଗି ରହିଥିବା ଉତ୍ତେଜନାର କଡ଼ା ଜବାବ ଦେବା ପାଇଁ ମୋଦି ସରକାର ଚୀନ୍ ଅର୍ଥନୀତିକୁ ଆଉ ଏକ ଝଟ୍କା ଦେବା ପ୍ରସ୍ତୁତିରେ ଅଛନ୍ତି । ଚାଇନା ଏପ୍ସ ପରେ ଏବେ ଚାଇନା ଖେଳନାକୁ ବନ୍ଦ କରିବା ନେଇ ଚିନ୍ତା କରୁଛନ୍ତି ସରକାର । ଏହାଦ୍ୱାରା…