ପଶ୍ଚିମ ଚୀନରେ ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି, ୧୬ ଜଣଙ୍କ ମୃତ୍ୟୁ; ୩୬ ନିଖୋଜ
ଚୀନ୍ର ଉତ୍ତର-ପଶ୍ଚିମ କିଙ୍ଘାଇ ପ୍ରଦେଶରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିବା ଦ୍ୱାରା ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୬ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁତାବକ, ଦାତୋଙ୍ଗ ହୁଇ ଏବଂ ତୁ ସ୍ୱାୟତ୍ତ ସହରରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ସ୍ଥିତି ଜଟିଳ…