ଚୀନର ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ, କହିଲା ଭାରତକୁ ଦେବ ସମର୍ଥନ
ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀ ରିଚାର୍ଡ ମର୍ଲିସ ଚିନର ବିସ୍ତାରବାଦୀ ନୀତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ଚିନ ଭାରତ ସମେତ ଅଷ୍ଟ୍ରେଲିଆ ପାଇଁ ସୁରକ୍ଷା ଦୃଷ୍ଟିରୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୀନର ବିସ୍ତାରବାଦୀ ନୀତି ପଡୋଶୀ ଦେଶ…