Browsing Tag

china make in odisha

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍‌, ଓଡ଼ିଶା ସରକାର ନିବେଶକଙ୍କୁ କରିବେ ସାହାଯ୍ଯ

ଭୁବନେଶ୍ବର(କେନ୍ଯୁଜ୍) : ଓଡ଼ିଶା ସରକାର ନିବେଶକଙ୍କୁ ଦେବେ ସବୁ ପ୍ରକାର ସାହାଯ୍ୟ । ଯାହା ଆଉ କେଉଁଠୁ ମିଳିବନି । ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶକମାନଙ୍କୁ ରାଜ୍ୟରେ ଥିବା ଭିତ୍ତିଭୂମି ଓ ନିବେଶ ସୁଯୋଗର…

ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟନ ହୋଇଥିବା ବେଳେ କାଲି ମେକ୍ ଇନ୍ ଓଡ଼ିଶା ରୋଡ଼୍ ସୋ

ଚେନ୍ନାଇ : ଚେନ୍ନାଇରେ ଓଡ଼ିଶା ଭବନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ତାମିଲନାଡୁର ମନ୍ତ୍ରୀ ଡ. ଜୟକୁମାର ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟ ବାହାରେ ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ । ଏଠାରେ ମୋଟ୍‌ ୧୬ଟି ରୁମ୍‌ ରହିଛି । ୨୧ କୋଟି ୪୩ ଲକ୍ଷ…

ଆଜି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ ସୋ : ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ ସୋ । ମୌର୍ଯ୍ୟ ସେରେଟନ୍ ହୋଟେଲରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଛି । କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ସେ ଆମନ୍ତ୍ରଣ କରିବେ । ସେହିପରି ବହୁ…

ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ରୋଡ୍ ଶୋ’ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚୀନ ଫୁଜିୟାନର ଏକ…

ଭୁବନେଶ୍ବର (କେ ନ୍ୟୁଜ୍) : ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ରୋଡ୍ ଶୋ' । ଅଗଷ୍ଟ ଶେଷ ସୁଦ୍ଧା ଚୀନ୍ ଗସ୍ତରେ ଯିବ ଓଡ଼ିଶା ଟିମ୍ । ଶିଳ୍ପମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଚୀନ ଯିବ । କେଉଁ କ୍ଷେତ୍ରରେ ନିବେଶ କରାଯିବ, ସେନେଇ ଏଥିରେ ଆଲୋଚନା ହେବ । ଏନେଇ ଆଜି ଚୀନ ଫୁଜିୟାନର ଏକ ଶିଳ୍ପ…