ଚୀନ୍ ଦୁନିଆକୁ ଦେଖାଇଲା ନାଲି ଆଖି, କହିଲା ‘କରୋନା ଭାଇରସ୍ ତ କେବଳ ଟ୍ରେଲର, ଅସଲ ଫିଲ୍ମ ଏବେ ବାକି ଅଛି’
ବେଇଜିଂ : ଚୀନ୍ର ଓ୍ଵହାନ୍ ସହରରୁ ବାହାରି ଥିବା କରୋନା ଭାଇରସ୍ ସାରା ଦୁନିଆରେ ୫୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ସାଢ଼େ ୩ ଲକ୍ଷ ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି ।
ଚୀନ ପାଇଁ ସାରା ଦୁନିଆ ଏବେ ଦୁଃଖ ଭୋଗୁଥିବା ବେଳେ ଚୀନ୍ ଏଥିରେ ସାମାନ୍ୟ ନରମ ଭାବ ପ୍ରଦର୍ଶନ…