ତାଇଓ୍ଵାନ ଆକାଶରେ ଯୁଦ୍ଧର କଳା ବାଦଲ, ଚାରିପାଖେ ଚୀନର ସମରାଭ୍ୟାସ
ଚୀନ୍ ପୁଣି ତାଇଓ୍ଵାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ତାଇଓ୍ଵାନ ଆକାଶରେ ଦେଖାଦେଇଛି ଯୁଦ୍ଧର କଳା ବାଦଲ । ଚାରିପାଖେ ଚୀନ କରୁଛି ସମରାଭ୍ୟାସ । ତାଇଓ୍ଵାନ ସୀମାରେ ୭୨ ଘଣ୍ଟାର ଯୁଦ୍ଧର ଆତଙ୍କ ରଚିଛି ଚୀନ । ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଡ୍ରାଗନ ।
ଫାଇଟର ଜେଟ, H-6…