ଚୀନ କଲା ଅଗ୍ନି-୫ କ୍ଷେପଣାସ୍ତ୍ରକୁ ପବନରେ ଧ୍ୱଂସ କରିଦେଲା ଭଳି ଆଣ୍ଟି-ବ୍ୟାଲିଷ୍ଟିକ୍ ମିସାଇଲ୍ର ପରୀକ୍ଷଣ, ଭାରତ…
ନିକଟରେ ଚୀନ ଆଣ୍ଟି-ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି, ଯାହାକି କୌଣସି ଦେଶରୁ ଆସୁଥିବା କ୍ଷେପଣାସ୍ତ୍ରକୁ ପବନରେ ଧ୍ୱଂସ କରି ତଳେ ପକାଇଦେବାର କ୍ଷମତା ରଖିଛି। ଚୀନର ରକ୍ଷା ମନ୍ତ୍ରାଳୟ ଏହି ପରୀକ୍ଷଣ ସଫଳ ହୋଇଛି ବୋଲି କହିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ…