Browsing Tag

china

୧ ଲକ୍ଷ ଟଙ୍କା ମାସକୁ କମାନ୍ତି ଏହି ଭିକାରୀ, ସହରର ସବୁଠୁ ମହଙ୍ଗା ସ୍କୁଲରେ ପଢ଼ନ୍ତି ତାଙ୍କ ପିଲା

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭିକାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ମାସକୁ ଏତେ ଟଙ୍କା କମାନ୍ତି ଯେ ଏହାକୁ ଗଣିବା ପାଇଁ ଆସୁଥିବା ବ୍ୟାଙ୍କ କର୍ମଚାରୀଙ୍କୁ ସେ ପଇସା ମଧ୍ୟ ଦେଇଥାନ୍ତି। ଚୀନର ଏହି ଭିକାରୀ ମାସକୁ ଭାରତୀୟ ମୁଦ୍ରା ହିସାବରେ ୧ ଲକ୍ଷ ଟଙ୍କା କମାଇଥାନ୍ତି। ଭିକାରୀ ଜଣକ…

ଆମେରିକାର ଏୟାରବେସ୍‌ ଉପରେ ଚୀନ୍‌ କଲା ଆକ୍ରମଣ, ଜାରି କଲା ଭିଡିଓ

ନୂଆଦିଲ୍ଲୀ : ନିଜର ପଡୋଶୀଙ୍କ ସହ ବିସ୍ତାରବାଦୀ ନୀତି ଜାରି ରଖିଥିବା ଚୀନକୁ ସବୁ ଦେଶରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ଏସବୁ ସତ୍ତ୍ୱେ ଚୀନ୍‌ ତା’ର ହରକତ୍‌ରୁ ବାଦ ଯାଉନି । ଚୀନ୍‌ର ସେନା ସବୁବେଳେ ବିଭିନ୍ନ ଭିଡିଓ ମାଧ୍ୟମରେ ଏପରି ପ୍ରଚାର ପ୍ରସାର କରି ପଡୋଶୀ ଦେଶକୁ ଡରାଇବା…

ନେପାଳ ଉପରେ ଚୀନ୍‌ର ଦାଦାଗିରୀ, ଲାପ୍‌ଚା-ଲିମି ଅଞ୍ଚଳରେ ଗଢ଼ୁଛି ବେଆଇନ କୋଠା

ନୂଆଦିଲ୍ଲୀ : ଚୀନ୍‌ର ବିସ୍ତାରବାଦୀ ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥର ତା’ର ଆଖି ପଡ଼ିଛି ନେପାଳ ଉପରେ । ଚୀନ୍‌ ସହ ଭଲ ସମ୍ପର୍କ ରଖିବା ସହ ତା’ର ହଁରେ ହଁ ମିଳାଉଥିବା ନେପାଳକୁ ମଧ୍ୟ ଛାଡିନାହିଁ ଚୀନ୍‌ । ନେପାଳର ହୁମଲା ଜିଲ୍ଲା ଲାପ୍‌ଚା-ଲିମି ଅଞ୍ଚଳରେ ୯ଟି ବେଆଇନ କୋଠା…

ଚୀନରେ ହେବ କରୋନା ପ୍ରୁଫ ସ୍ମାର୍ଟ ସିଟି, ଲକଡାଉନରେ ବି ଠପ ହେବନି ଜୀବନଚର୍ଯ୍ୟା

ଚୀନରେ ଏକ ନୂଆ ସ୍ମାର୍ଟ ସିଟି ନିର୍ମାଣ ପାଇଁ ପ୍ଲାନିଂ କରାଯାଉଛି। କୁହାଯାଉଛି, ଏହି ସିଟି ସମ୍ପୂର୍ଣ୍ଣ ଭାବେ କୋଭିଡ-୧୯ ପ୍ରୁଫ ହେବ। ଅର୍ଥାତ ଏଠାରେ କରୋନାର କୌଣସି ବିପଦ ରହିବ ନାହିଁ। ଯେପରି ଏଠାରେ ରହିବାକୁ ଥିବା ଲୋକେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଭବିଷ୍ୟତରେ ଲକଡାଉନରୁ ନିଜକୁ…

ରୋବଟ୍‌ଠୁ ଆରମ୍ଭ କରି ସାଟେଲାଇଟ୍‌ ଜାମର ପର୍ଯ୍ୟନ୍ତ, ମହାକାଶରୁ ଶତ୍ରୁଙ୍କ ସବୁ ଗତିବିଧି ଉପରେ ନଜର ରଖିଛି ଚୀନ୍‌

ଭାରତ ସହ ଯୁଦ୍ଧ କରିବାକୁ ପୂରା ପ୍ରସ୍ତୁତ ଅଛି ଚୀନ୍‌। ଏବେ ଚୀନ୍‌ର ନଜର ଭାରତର ସୈନ୍ୟ ସମେତ ଅସ୍ତ୍ରଶସ୍ତ୍ର ଉପରେ। ଭାରତର ସୈନ୍ୟବଳକୁ ପରଖିସାରିବା ପରେ ଅଚାନକ ଆକ୍ରମଣ କରିବା ପାରନ୍ତି ଚୀନୀ ସେନା। ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ର ଦିଗ୍‌ଦର୍ଶନରେ ଚୀନ୍‌ ନିଜ ଶତ୍ରୁ ଦେଶର ସମସ୍ତ…

ସାରା ବିଶ୍ୱକୁ ଭାଇରସ୍ ବାଣ୍ଟି ନିଜେ ଉତ୍ସବ ମନାଉଛି ଚୀନ୍‌

ସତରେ ଚୀନ୍ ଯେଉଁ କାମ କରୁଛି ସେଥିରେ ନରାଗିବା ଲୋକ ବି ରାଗିବ । ସାରା ଦୁନିଆକୁ କରୋନାରେ ପୀଡ଼ିତ କରାଇ ନିଜେ ଏବେ ମଜା ମାରୁଛି । ଏହି ମହାମାରୀ ପାଇଁ ଲୋକେ ମାସ୍କ ପିନ୍ଧୁଛନ୍ତି ଓ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି । ହେଲେ ଚୀନ୍‌ରେ ଚାଲିଛି ପାର୍ଟି । ନା ସାମାଜିକ ଦୂରତା ନା ମାସ୍କ,…

ନେପାଳ ଜରିଆରେ ଭାରତକୁ ଘେରିବାକୁ ଯୋଜନା କରୁଛି ଚୀନ୍‌, ଲିପୁଲେଖ ନିକଟରେ ଚୀନ୍‌ର ହଜାର ହଜାର ସୈନିକ ମୁତୟନ

ନୂଆଦିଲ୍ଲୀ : ‘କଥାରେ ଅଛି ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।’ ଚୀନ୍‌ ତା’ର ଖରାପ ମନୋଭାବରୁ କେବେ ବି ବିରତ ହେବ ନାହିଁ । ଏଲ୍‌ଏସିରୁ ସେନା ହଟାଉଥିବା କଥା କହୁଥିବା ଚୀନ୍‌ ଏବେ ପୁଣି ଥରେ ଭାରତ-ନେପାଳ ସୀମା ଲିପୁଲେଖ ଠାରେ ସେନା ମୁତୟନ କରିବାରେ ଲାଗିଛି । ଭାରତ ବିରୋଧର…

ପାଞ୍ଚ ମହଲାରୁ ଖସି ପଡୁଥିଲା ଦୁଇ ବର୍ଷର ଛୁଆ, ହିରୋ ପରି କ୍ୟାଚ କଲେ ପଡୋଶୀ, ଦେଖନ୍ତୁ ଛାତି ଥରାଇ ଦେବା ଭଳି ଭିଡିଓ

ଏହି ଘଟଣାର ଭିଡିଓ ଦେଖିଲେ ଆପଣଙ୍କ ହୃଦସ୍ପନ୍ଦନ ବି ବଢି ଯାଇପାରେ କାରଣ ଭିଡ଼ିଓଟି ହିଁ ସେମିତି । ଘଟଣାଟି ଘଟିଛି ଚୀନର ହୁୱାଈ ପ୍ରାନ୍ତରେ । ଏଠାରେ ଜଣେ ୨ବର୍ଷର ଶିଶୁ ମୃତ୍ୟୁ ମୁଖରୁ ଫେରି ଆସିଛି ତେବେ ଦୁର୍ଘଟଣାଟି ଏପରି ଥିଲା ଯେ ଆପଣ ଫୁଟେଜ ଦେଖିଲେ ଅବାକ ହୋଇ ରହିଯିବେ । ତାହେଲେ…

କରୋନା ପରେ ଚୀନରେ ସୃଷ୍ଟି ହେଲା ଆଉ ଏକ ନୂଆ ଭାଇରସ, ସ୍ଥିତି ହୋଇପାରେ ସାଙ୍ଘାତିକ

କରୋନା ଭାଇରସ ସଂକ୍ରମଣ ସହିତ ଆଜି ସମଗ୍ର ଦୁନିଆ ଲଢୁଛି। ଏପରି ସ୍ଥଳେ ଆଉ ଏକ ଭାଇରସ ସଂକ୍ରମଣ ହେବାର ଭୟ ଦେଖିବାକୁ ମିଳୁଛି। ୨୦୦୯ରେ ଚୀନରେ ଆରମ୍ଭ ହୋଇଥିବା ସ୍ୱାଇନ ଫ୍ଲୁ ଭାଇରସର ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହା କରୋନା ଠାରୁ ଆହୁରୀ ଅଧିକ ଶକ୍ତିଶାଳୀ। ବୈଜ୍ଞାନିକଙ୍କ…

ଗଲଓ୍ଵାନ ସଂଘର୍ଷ ପରେ ନିଜ ଦେଶରେ ରାଷ୍ଟ୍ରପତିଙ୍କୁ ବିରୋଧ କଲେ ଚୀନ୍‌ବାସୀ

ବେଜିଂ : ଲଦାଖର ଗଲଓ୍ଵାନ୍‌ ଘାଟିରେ ଭାରତ- ଚୀନ୍‌ ମଧ୍ୟରେ ସଂଘର୍ଷ ପରେ ଏବେ ଚୀନ୍‌ ରାଷ୍ଟ୍ରପତି ଶୀ ଜିନ୍‌ପିଙ୍ଗ୍‌ଙ୍କୁ ନିଜ ଦେଶର ଜନତା ଅଙ୍ଗୁଳି ଉଠାଇଛନ୍ତି । କାରଣ ଏପର୍ଯ୍ୟନ୍ତ ଚୀନ୍‌ ସଂଘର୍ଷରେ ନିହତ ହୋଇଥିବା ନିଜ ସେନାଙ୍କ ନାମ ଘୋଷଣା କରିନାହିଁ । ଯାହାକୁ ନେଇ ସୈନିକଙ୍କ…

ଚୀନ୍‌ର ଅଧିକାଂଶ ଯୁବକ ସେନା ନିଯୁକ୍ତି ଟେଷ୍ଟରେ ଫେଲ୍ ମାରୁଛନ୍ତି, ଜାଣନ୍ତୁ କାହିଁକି ?

ଲଦାଖର ଗଲବାନ୍‌ ଘାଟୀରେ ସପ୍ତାହେ ପୂର୍ବରୁ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ମାଡ଼ପିଟ୍‌ ପରେ ବିବାଦ ବଢ଼ିବାରେ ଲାଗିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚୀନ୍‌ ନିଜ ସେନାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନ୍‌କୁ ନିଜ ସେନା…