Browsing Tag

chips packet loot

ପ୍ଲାଟଫର୍ମରେ ଚିପ୍ସ ପ୍ୟାକେଟ୍‌ ଲୁଟିଲେ ଶ୍ରମିକ, କହିଲେ ‘ଭୋକର ଜ୍ୱାଳା ସହିପାରିଲୁନି’

କରୋନା ସଙ୍କଟ ମଧ୍ୟରେ ଲୋକମାନେ ଏବେ ବହୁ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଲକ୍‌ଡାଉନ୍‌ ଯୋଗୁ କାମ ଠପ୍‌ ହୋଇଯାଇଥିବାରୁ ଏବେ ଘରମୁହାଁ ହୋଇଛନ୍ତି ପ୍ରବାସୀ। ଘରକୁ ଫେରିବାରେ ସରକାର ସାହାଯ୍ୟ କରୁଥିଲେ ମଧ୍ୟ ପେଟର ଭୋକ କିନ୍ତୁ ବୋଲ ମାନୁନି। ଭୋକ ବିକଳରେ ଲୋକମାନେ ବାଧ୍ୟ ହୋଇ ଚୋରି…