ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିର ରେଡ, ବିକାଶ ସ୍ୱାଇଁଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର (କେନ୍ୟୁଜ): ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ବିଭିନ୍ନ ସ୍ଥାନରେ ଇଡି ରେଡ। ବିକାଶ ସ୍ୱାଇଁ ଙ୍କ ଅଫିସ ଓ ଘରେ ରେଡ ଚାଲିଛି। ଭୁବନେଶ୍ବରର ତିନୋଟି ସ୍ଥାନ ସମେତ ରାଜ୍ୟର ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଉଛି । ସେପଟେ ବିଲଡର ଦେବବ୍ରତ ଧିରଙ୍କ ଘରେ ବି ED ରେଡ ହୋଇଛି । ବରପଦା…