ଚିଟ୍ଫଣ୍ଡ ଠକେଇରେ ଅଧିକ ଜେରା ପାଇଁ ରିମାଣ୍ଡରେ ଆସିବେ ଏମ. ବିଜୟ ପ୍ରସାଦ
(କେନ୍ଯୁଜ ବ୍ଯୁରୋ) : ଚିଟ୍ଫଣ୍ଡ ଠକେଇରେ ଅଧିକ ଜେରା ପାଇଁ ରିମାଣ୍ଡରେ ଆସିବେ ଏମ. ବିଜୟ ପ୍ରସାଦ। ୩ଦିନିଆ ରିମାଣ୍ଡରେ ନେବାକୁ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଏମଡି ଏମ ବିଜୟ…