Browsing Tag

cholera

ଷ୍ଟିଲସିଟିରେ ବ୍ୟାପୁଛି ହଇଜା, ରାଉରକେଲାରେ ପହଞ୍ଚିଲେ ଏସ୍‌ସିବିର ଡାକ୍ତରୀ ଟିମ୍

ରାଉରକେଲା (କେନ୍ୟୁଜ): ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି ।…

ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ: ୨୪ ଘଣ୍ଟା ଖୋଲାରହିବ ୧୦ଟି ପିଏଚସି

ରାଉରକେଲା (କେନ୍ୟୁଜ): ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଦୁଇ ତିନି ଦିନରେ ରାଉରକେଲାରେ ନିୟନ୍ତ୍ରଣ ହେବ ହଇଜା ସଂକ୍ରମଣ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ। ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି। ରାଉରକେଲାରେ ବ୍ୟାପିଥିବା ହଇଜା ସଂକ୍ରମଣ ସ୍ଥିତିର ସମୀକ୍ଷା…

ରାୟଗଡାରେ ଥମିବାର ନାଁ ନେଉନାହିଁ ଝାଡାବାନ୍ତି : କାଶୀପୁର ପରେ ଏବେ କଲ୍ୟାଣସିଂପୁର

ରାୟଗଡା (କେନ୍ୟୁଜ୍): ରାୟଗଡା ଜିଲ୍ଲାରେ ଝାଡାବାନ୍ତି ଥମିବାର ନାଁ ନେଉନାହିଁ । କାଶୀପୁର ବ୍ଳକ ପରେ ଏବେ କଲ୍ୟାଣସିଂପୁର ବ୍ଳକକୁ ବ୍ୟାପିଛି ଝାଡାବାନ୍ତି । ବୁଡାଗୁଡାର ଗୁରୁତଲି ଗାଁର ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଶିକରପାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା…

ଚାନ୍ଦବାଲି ମାଧପୁର ପଞ୍ଚାୟତରେ ବ୍ୟାପିଲାଣି ଝାଡାବାନ୍ତି, ଅନେକ ଆକ୍ରାନ୍ତ ଥିବା ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତରେ ବ୍ୟାପିବାରେ ଲାଗିଲାଣି ଝାଡା ବାନ୍ତି । ପଂଚାୟତର ମାଧପୁର ଗାଁର ଗୋଟିଏ ପରିବାରର ୩ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମାଧପୁର ଗାଁର ତ୍ରିଲୋଚନ ବେହେରାଙ୍କ…

କାଶୀପୁର ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ଯା ୮କୁ ବୃଦ୍ଧି

ରାୟଗଡ଼ା(କେନ୍ୟୁଜ୍): ହଇଜାରେ ଆଉ ଜଣଙ୍କ ମୃତ୍ୟୁ। ରାୟଗଡ଼ା କାଶୀପୁର ବ୍ଲକ ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ। ମୃତକ ଜଣକ ଅର୍ଜୁନ ଜାନି। ଗତ ୧୮ ତାରିଖରେ ସେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଅର୍ଜୁନ ଜାନିଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ହଇଜାରେ ୮ଜଣ ମୃତ୍ୟୁବରଣ…

କାଶୀପୁରରେ ଚିନ୍ତା ବଢ଼ାଇଛି ହଇଜା: ୧୦୦ରୁ ଅଧିକ ଲୋକ ସଂକ୍ରମିତ, ଆଜି ସ୍ଥିତି ସମୀକ୍ଷା କରିବେ ଜନସ୍ୱାସ୍ଥ୍ୟ…

ରାୟଗଡା(କେନ୍ୟୁଜ୍):କାଶୀପୁରରେ ହଇଜା ଚିନ୍ତା ବଢ଼ାଇଛି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏ ଶହେରୁ ଅଧିକ ଲୋକ ହଇଜାରେ ସଂକ୍ରମିତ ହେଲେଣି । ୭ ଜଣ ପ୍ରାଣ ହରାଇଛନ୍ତି । କାଶୀପୁର ବ୍ଳକର ଟିକିରି, ଦୁଡକାବାହାଲ, ମାଇକଞ୍ଚ , କୁଚେଇପଦର, କୋଡିପାରି, ଡଙ୍ଗାସିଲ ଓ ତଳଝିରି ପଞ୍ଚାୟତରେ ହଇଜା…