ଶରୀରରେ କୋଲେଷ୍ଟେରଲ ବଢ଼ାଇପାରେ ଏହି ସବୁ ଖାଦ୍ୟ, ସତର୍କ ହୋଇଯାନ୍ତୁ
ଲିଭର ଜମୁଥିବା ମହମ ଭଳି ପଦାର୍ଥକୁ କୋଲେଷ୍ଟେରଲ କୁହାଯାଏ । ଗୋଟେ ସୁସ୍ଥ ଶରୀର ପାଇଁ କୋଲେଷ୍ଟେରଲର ଆବଶ୍ୟକତା ପଡିଥାଏ । କୋଷିକା ମାନଙ୍କ ତିଆରିରେ କୋଲେଷ୍ଟରଲ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ । ନର୍ବସ ସେଲକୁ ପ୍ରୋଟେକ୍ଟ କରିବା, ଭିଟାମିନ ସୃଷ୍ଟି କରିବା ତଥା ହର୍ମୋନ ଗଠନରେ ଏହି…