କୋରିଓଗ୍ରାଫର ସରୋଜ ଖାନ୍ଙ୍କ ଉପରେ ତିଆରି ହେବ ବାୟୋପିକ୍, ପ୍ରଥମ ପୁଣ୍ୟତିଥିରେ ହେଲା ଘୋଷଣା
ଦିବଂଗତ କୋରିଓଗ୍ରାଫର ସରୋଜ ଖାନ୍ଙ୍କ ପ୍ରଥମ ପୁଣ୍ୟତିଥିରେ ଶନିବାର ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଏହି ଫିଲ୍ମରେ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରାଯିବ। ତେବେ ଭାରତର ପ୍ରଥମ ମହିଳା କୋରିଓଗ୍ରାଫର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା…