ଜେଲର ଚାରିକାନ୍ଥ ଭିତରେ ୩ଦିନ ବିତାଇଲାଣି ଗୋପାଳ ଦାସ: ତିନିଟି ସିଫ୍ଟରେ ୮ଜଣ ଲେଖାଏଁ ଜେଲ କର୍ମଚାରୀ ଜଗୁଛନ୍ତି
କେନ୍ୟୁଜ୍(ବ୍ୟୁରୋ): ଚୌଦ୍ୱାର ସର୍କଲ ଜେଲର ସେଲ ନଂ ୩ । କଡ଼ା ସୁରକ୍ଷା ବଳୟରେ ଗୋପାଳ ଦାସ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ବିତାଇଲାଣି ୩ଦିନ। ତା ଉପରେ ରହିଛି ୨୪ ଘଣ୍ଟିଆ କଡ଼ା ନଜର। ଗୋପାଳର କାର୍ଯ୍ୟକଳାପ, ଆଚରଣ ଆଦି ଉପରେ ନଜର…