Browsing Tag

chowmein recipe

ତାଲାବନ୍ଦରେ ଘରେ ବନାଇ ଖାଆନ୍ତୁ ବଜାର ଭଳି ଟେଷ୍ଟି ସ୍ପାଇସି ଚାଓମିନ

ଲକଡାଉନ ଜାରି ରହିଛି ସମସ୍ତେ ନିଜ ଘରେ କିଛି ନା କିଛି ସ୍ପେଶାଲ ବନାଉଛନ୍ତି। ଏମିତିରେ ଅନେକ ଲୋକ ମାର୍କେଟର ସ୍ପାଇସି ଚାଓମିନକୁ ବହୁତ ମନେ ପକାଉଥିବେ। କିନ୍ତୁ କଣ ଆପଣ ଜାଣିଛନ୍ତି ଘରେ ବି ଆପଣ ବଜାର ଭଳି ଟେଷ୍ଟି ଚାଓମିନ ବନାଇ ପାରିବେ। ଆସନ୍ତୁ ଜାଣିବା ଘରେ କେମିତି ପ୍ରସ୍ତୁତ କରିବା…