‘ଆପଣଙ୍କୁ ଫିଲ୍ଡିଂ କରିବାର ଆବଶ୍ୟକତା ନାହିଁ’….କ୍ରିସ୍ ଗେଲଙ୍କୁ ଏମିତି କହିଲେ ବିରାଟ କୋହଲି: ଭିଡିଓ ଭାଇରଲ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପରକିଙ୍ଗସକୁ ହରାଇ ଆଇପିଏଲ୍ ୨୦୨୪ ପ୍ଲେ ଅଫରେ କ୍ୱାଲିଫାଏ କରିଛି । ୨୨ ମଇକୁ ରାଜସ୍ଥାନ ରୟାଲ୍ସ ଏବଂ ଆରସିବି ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳିଯିବ । ସିଏସକେକୁ ହରାଇବା ପରେ ଆରସିବି ଖେଳାଳି ଜବରଦସ୍ତ ସେଲିବ୍ରେସନ କରିଥିଲେ । ଆଉ ଏହି ବିଜୟ…