ବିଦାୟ କ୍ରିସ୍ ଗେଲ୍ : ବିସ୍ଫୋରକ ଇନିଂସ୍ ଖେଳି କ୍ରିକେଟ୍ରୁ ଦୂରେଇ ଗଲେ ଛକା ମାଷ୍ଟର
ପୋର୍ଟ ଅଫ୍ ସ୍ପେନ୍ : ଏହି ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି । ତାଙ୍କୁ ଭାରତର ଯୁବ ବୋଲର ଖଲିଲ ଅହମଦ ଆଉଟ୍ କରିଥିଲେ । ସେ ମୋଟ୍ ୩୦୧ଟି ଦିନିକିଆ ମ୍ୟାଚ୍ ଖେଳି ଦେଶ ପକ୍ଷରୁ ସର୍ବାଧିକ ୧୦,୪୦୮…