ଗମ୍ଭୀର ରୋଗରେ ପୀଡିତ ‘ଥର’, ଆକ୍ଟିଂରୁ ବ୍ରେକ ନେଇ କରିବେ ଚିକିତ୍ସା
ହଲିଉଡ ଅଭିନେତା କ୍ରିସ ହେମସୱର୍ଥ ଗମ୍ଭୀର ରୋଗରେ ପୀଡିତ । ଏହି ଅଭିନେତା ଜେନେଟିକ୍ ଭାବରେ ଅଲଜାଇମର ରୋଗରେ ପୀଡିତ। ଏହାକୁ ନେଇ ଡାକ୍ତର ତାଙ୍କୁ ସତର୍କ ରହିବାକୁ କହିଛନ୍ତି। ନ୍ୟାସନାଲ ଜିଓଗ୍ରାଫିକ ସହିତ ନୂଆ ଡକ୍ୟୁମେଣ୍ଟାରୀ ‘ଲିମିଟଲେସ’ର ସୁଟିଂ କରୁଥିବା ସମୟରେ ଏହା ବିଷୟରେ ଜାଣିବାକୁ…