ନିଆରା ଚୁଡାଖାଇ ଯାତ୍ରା, ଅଶ୍ଳୀଳ ଭାଷାରେ ଲୋକମାନେ ମାଁ ମାହେଶ୍ୱରୀଙ୍କ ମନ୍ଦିରରେ ପୂଜା କରିଥାନ୍ତି
ବୌଦ୍ଧ : ଭିନ ଏକ ସଂସ୍କୃତି ଭିନ୍ନ ଏକ ପରମ୍ପରାର ଏକ ଅନନ୍ୟ ଯାତ୍ରା ହେଉଛି ଚୁଡାଖାଇ ଯାତ୍ରା । ବର୍ଷର ପ୍ରଥମ ଶସ୍ୟ ଚୁଡାକୁ ମାଆଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି ଚୁଡାଖାଇ ଯାତ୍ରା । ଢୋଲ ନିସାନ, ତାସା, ମହୁରିର ତାଳେ ତାଳେ ଅଶ୍ଳୀଳ ଭାଷାରେ ଲୋକମାନେ ମାଁ ମାହେଶ୍ୱରୀଙ୍କ ମନ୍ଦିରରେ…