Browsing Tag

cid

ପୁର୍ନବାର ସୋନି ଟିଭିରେ ପ୍ରସାରଣ ହେବ CID, ସୋସିଆଲ ମିଡ଼ିଆରେ ଟ୍ରେଡିଂ ହେଉଛି ଏସିପି ପ୍ରଦ୍ୟୁମନଙ୍କ ଡାଇଲଗ…

ଲୋକପ୍ରିୟ ଟିଭି ଧାରାବାହିକ CID ପୁଣି ଥରେ ସୋନି ଟିଭିରେ ପ୍ରସାରଣ ହେବାକୁ ଯାଉଛି, ଯାହାର ନାମ ରହିଛି CID ରିଟର୍ନ। ଏହାକୁ ନେଇ ଅନେକ ପ୍ରଶଂସକ ଉତ୍ସାହିତ ଅଛନ୍ତି। ACP ପ୍ରଦ୍ୟୁମନ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶିବାଜୀ ସତ୍ୟମଙ୍କୁ ସୋ ରେ ଦେଖିବାକୁ ମିଳିବ। ଏକ ସାକ୍ଷାତକାରରେ…

କିଏ ଭାଙ୍ଗିବ କବାଟ, କିଏ ଧରିବ ଅପରାଧୀ ? କାରଣ ବନ୍ଦ ହୋଇଯିବ CID

ମୁମ୍ବାଇ : ଟେଲିଭିଜନର ବହୁ ପୂରୁଣା ଏବଂ ଚର୍ଚ୍ଚିତ କ୍ରାଇମ୍ ସୋ CIDର ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ସୋନି ଚ୍ଯାନେଲରେ ପ୍ରସାରିତ ହୋଉଥିବା ବହୁତ ଚର୍ଚ୍ଚିତ ସୋ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଟେଲିଭିଜନରେ CIDକୁ ଏବେ ପୂରା ହୋଇଛି ୨୧ ବର୍ଷ। ଏନେଇ ସମସ୍ତେ ଖୁସି ମନାଉଥିବା ବେଳେ…