କାଳୀ ପୋଷ୍ଟର ପରେ ମହାଦେବଙ୍କୁ ଅସମ୍ମାନ, ଭାଇରାଲ ହେଉଛି ଶିବଙ୍କ ସିଗାରେଟ୍ ଟାଣୁଥିବା ବ୍ୟାନର
ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଭଗବାନ ଶିବଙ୍କ ସିଗାରେଟ୍ ଟାଣୁଥିବା ବ୍ୟାନର କନ୍ୟାକୁମାରୀରେ ଲଗାଯାଇଛି। କାଳୀ ପୋଷ୍ଟରରୁ ଲାଗି ରହିଥିବା ବିବାଦ ପରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆଉ ଏକ ବିବାଦୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଭଗବାନ ଶିବଙ୍କର…