ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ
ଭୁବନେଶ୍ୱର(କେନ୍ୟୁଜ୍) : ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ କରାଯାଇଛି । ଚଢଉରେ ୫ ହଜାର ସିଗାରେଟ, ୨୪ କିଲୋ ଗଞ୍ଜେଇ ଜବତ ହୋଇଛି ।
ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ…