ବଢିଲା ଅଯୋଧ୍ୟା ଏୟାରପୋର୍ଟର ସୁରକ୍ଷା, CISFକୁ ଦିଆଗଲା ଦାୟିତ୍ୱ
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତ କାର୍ଯ୍ୟ ଜୋରସୋରରେ ଚାଲିଛି । ଆସନ୍ତା ୨୨ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହୋଇଛି । ପ୍ରାଣପ୍ରତିଷ୍ଠା ଦିନ ଦେଶ ବିଦେଶରୁ କୋଟି କୋଟି ସଂଖ୍ୟାରେ ରାମଭକ୍ତ ଅଯୋଧ୍ୟା ଆସିବେ । ଏହାକୁ ଧ୍ୟାନରେ ରଖି…