Browsing Tag

citizenship amendment Bill

ନାଗରିକତା ସଂଶୋଧନ ଆଇନକୁ ନେଇ ବ୍ୟାପୁଛି ଅଶାନ୍ତି, ପଶ୍ଚିମବଙ୍ଗ ଓ ଆସାମର ହିଂସାର ପ୍ରଭାବ ପଡିଛି ଓଡ଼ିଶାରେ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ଜଳିଲା ବସ୍‌ । ତିନୋଟି ବସରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଜାମିଆ ୟୁନିଭରସିଟିର ଛାତ୍ର ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ୟୁନିଭରସିଟି ପାଖ ଫ୍ରେଣ୍ଡସ କଲୋନୀ ଆଗରେ ବସକୁ ଜାଳିଦେଲେ ଆନ୍ଦୋଳନକାରୀ । ଏହାସହ ପୋଲିସ ଉପରକୁ ପଥର ମାଡ କରିଛନ୍ତି ।…

ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ କଡ଼ା ବିରୋଧ, ତିନୋଟି ବସରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ଜଳିଲା ବସ୍‌ । ତିନୋଟି ବସରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଜାମିଆ ୟୁନିଭରସିଟିର ଛାତ୍ର ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ୟୁନିଭରସିଟି ପାଖ ଫ୍ରେଣ୍ଡସ କଲୋନୀ ଆଗରେ ବସକୁ ଜାଳିଦେଲେ ଆନ୍ଦୋଳନକାରୀ । ନାଗରିକତା ସଂଶୋଧନ ଆଇନକୁ କଡ଼ା ବିରୋଧ କରି ଏଭଳି…

ନାଗରିକତା ହିଂସାକୁ ନେଇ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ, କହିଲେ ବର୍ତ୍ତମାନ ଯାହା ହେଉଛି ତା’ ପଛରେ…

କେନ୍ୟୁଜ୍(ବ୍ୟୁରୋ):ନାକରିକତା ସଂଶୋଧନ ଆଇନକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି। ଅଶାନ୍ତି ପାଇଁ କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳଙ୍କୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଯାହା ହେଉଛି, ତା ପଛରେ କଂଗ୍ରେସର ନିରବ ସମର୍ଥନ ଥିବା ମୋଦି କହିଛନ୍ତି।…

ଅଶାନ୍ତ ପରିସ୍ଥିତି ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା, ୧୬ ତାରିଖରୁ ୫ ଜାନୁଆରୀ ପର୍ଯ୍ୟନ୍ତ…

କେନ୍ୟୁଜ୍(ବ୍ୟୁରୋ):   ଅଶାନ୍ତ ପରିସ୍ଥିତି ଯୋଗୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଡିସେମ୍ବର ୧୬ ତାରିଖରୁ ଜାନୁଆରୀ ୫ ପର୍ଯ୍ୟନ୍ତ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନାଗରିକତା…

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ଜଳୁଛି ନିଆଁ, ଅସ୍ମିତା ସୁରକ୍ଷିତ ରହିବ ବୋଲି ଟ୍ଵିଟ…

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ଗୃହୀତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ସେପଟେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ତେଜୁଛି ବିରୋଧର ସ୍ୱର। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ବିଶେଷକରି ଆସାମ ଓ ତ୍ରିପୁରାରେ ଜଳୁଛି ନିଆଁ। ଜୀବନ ଓ ଜୀବିକା ପ୍ରତି ବିପଦ ଆଶଂକାରେ ହଜାର ହଜାର ଲୋକ ରାସ୍ତାକୁ…

ସଂସଦରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍‌ ୨୦୧୯, ସମର୍ଥନରେ ୧୨୫ ଓ ବିରୋଧରେ ପଡିଲା ୧୦୫ ଭୋଟ୍‌

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ପୂର୍ବରୁ ଲୋକସଭାରେ ଗୃହୀତ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ବିଲ୍‌ ସମର୍ଥନରେ ୧୨୫ ଭୋଟ୍‌ ପଡିଥିଲା। ବିରୋଧରେ ପଡିଥିଲା ୧୦୫ ଭୋଟ୍‌। ଭୋଟିଂରୁ ବିରତ ରହିଥିଲା ଶିବସେନା।…

ରାଜ୍ୟସଭାରେ ମୋଦି ସରକାର ପାଇଁ ଅଗ୍ନି ପରୀକ୍ଷା, ଲୋକସଭାରେ ପାସ ହେବା ପରେ ଆଜି ରାଜ୍ୟସଭାରେ ବିଲ ଉପରେ ଚାଲିଛି…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭାରେ ମୋଦି ସରକାର ପାଇଁ ଅଗ୍ନି ପରୀକ୍ଷା। ଲୋକସଭାରେ ପାସ ହେବା ପରେ ଆଜି ରାଜ୍ୟସଭାରେ ବିଲ ଉପରେ ଚାଲିଛି ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ ଆଗତ କରି ଏହାକୁ ଐତିହାସିକ ବୋଲି କହିଛନ୍ତି । ସେ କହିଛନ୍ତି, ବିଲ୍‌ ଆଇନରେ ପରିଣତ ହେଲେ ଦେଶର କୋଟି…

ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା, ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା । ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ମୋଦି ସରକାରଙ୍କ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବାରୁ ଦଳ ଅନ୍ୟ ଛୋଟ ଦଳ ଉପରେ ନିର୍ଭର କରିବ । ବିଲକୁ କଂଗ୍ରେସ ସମେତ ଟିଏମ୍‌ସିି, ବାମଦଳ, ଏଆଇଏମ୍‌ଆଇଏମ୍‌,…

ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌, କଂଗ୍ରେସକୁ ଟାର୍ଗେଟ୍‌ କଲେ ଗୃହମନ୍ତ୍ରୀ ଅମିତ ଶାହ

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ହଟ୍ଟଗୋଳ, ହଙ୍ଗାମା । ଏହାରି ଭିତରେ ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌ । ବିଲ୍‌ ଆଗତ ସପକ୍ଷରେ ପଡ଼ିଲା ୨୯୩ ଭୋଟ୍‌ । ବିପକ୍ଷରେ ପଡ଼ିଥିଲା ୮୨ ଭୋଟ୍‌ । ବଡ଼ ବ୍ୟବଧାନ ସହ ପ୍ରଥମ ପରୀକ୍ଷାରେ ପାସ୍‌ କଲେ ସରକାର । ଗୃହମନ୍ତ୍ରୀ ଅମିତ ଶାହ ବିଲ୍‌ ଆଗତ…

ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌-୨୦୧୯, ସପକ୍ଷରେ ଭୋଟ ଦେଇଛି ବିଜେଡି

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌-୨୦୧୯ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ଆଗତ କରିଛନ୍ତି । ବିଲ୍‌ ଆଗତ ସପକ୍ଷରେ ୨୯୩ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୮୨ ଭୋଟ୍‌ । ବିଲ୍‌ ଆଗତ ସପକ୍ଷରେ ଭୋଟ ଦେଇଛି ବିଜେଡି। ବିଲ ଆଗତ ନେଇ ଲୋକସଭାରେ ପ୍ରବଳ…

ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ସଂଶୋଧିତ ନାଗରିକତ୍ୱ ବିଲ-୨୦୧୯, ଆଗତ କରିବେ ଗୃହମନ୍ତ୍ରୀ ଅମିତ ଶାହା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ସଂଶୋଧିତ ନାଗରିକତ୍ୱ ବିଲ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲକୁ ଆଗତ କରିବେ। ସୂଚନା ମୁତାବକ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍‌ସିଙ୍କୁ…

ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ-୨୦୧୬ ଗୃହୀତ, ୬ବର୍ଷରୁ ଅଧିକ ଦିନ ରହିଥିବା ଶରଣାର୍ଥୀ ପାଇବେ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ-୨୦୧୬ ଗୃହୀତ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବିଲ ଆଗତ କରିଥିଲେ । ସେ କହିଥିଲେ ଭାରତୀୟ ଲୋକସ୍ୱାର୍ଥକୁ ସୁରକ୍ଷା ଏହାର ମୂଳ ଲକ୍ଷ୍ୟ । ଏହା କେବଳ ଆସାମ ପାଇଁ ନୁହେଁ, ବରଂ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଲାଗୁ ହେବ । ୬ବର୍ଷରୁ ଅଧିକ ଦିନ…