Browsing Tag

citroen ami electirc car

କାର ଲଭରଙ୍କ ପାଇଁ ଆସିଲା କମାଲର ଇଲେକଟ୍ରିକ କାର, ୩ ଘଣ୍ଟା ଚାର୍ଜରେ ଚାଲିବ ୭୦ କିଲୋମିଟର

କାର ପ୍ରେମୀଙ୍କ ପାଇଁ ଏକ ବଢ଼ିଆ ଖବର ନେଇ ଆସିଛୁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ୍‌ କାର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ କାରରେ ଆପଣଙ୍କୁ ଲାଇସେନ୍ସର ଆବଶ୍ୟକ ପଡିବ ନାହିଁ। ଏହାସହିତ ଏହି କାରକୁ ୧୪ ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ଚଲାଇବାର ମଧ୍ୟ ଅନୁମତି ରହିଛି। କେବଳ ଏତିକି ନୁହେଁ…