Browsing Tag

civilization

ଗରୁଡେଶ୍ଵର ମହାଦେବଙ୍କ ନିକଟରେ ଠାବ ହୋଇଛି ହଜାର ବର୍ଷ ତଳର ପ୍ରାଚୀନ ସଭ୍ୟତା, ମିଳିଲା ମଣିଷ ଉପଯୋଗୀ ବସ୍ତୁ

ମାଟି ତଳେ ହଜାର ବର୍ଷ ତଳର ସଭ୍ୟତା ଓ ମଣିଷ ଉପଯୋଗୀ ବସ୍ତୁ ଯାହାକି ପ୍ରାଚୀନ ଗଡର ସନ୍ଧାନ । କୋଣାର୍କ ଠାରୁ ୧୫ କିଲୋମିଟର ଦୂରରେ ଥିବା ଖାଲକଟା ପାଟଣାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି । ଶହ ଶହ ବର୍ଷର ପ୍ରାଚୀନ ସଭ୍ୟତା ଭଗ୍ନାବିଶେଷ ଠାବ ହୋଇଛି ଏଠାରେ । ବିଲୁପ୍ତ ହୋଇଯାଇଥିବା…

ଉତ୍ତର ପ୍ରଦେଶ ବାଗପତରୁ ମିଳିଥିବା ମୁକୁଟ ଓ ଖଣ୍ଡା କାହାର ? ଏବେବି ଚାଲିଛି ଗବେଷଣା

ଉତ୍ତର ପ୍ରଦେଶର ବାଗପତ ଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୪୦୦୦ ବର୍ଷ ପୁରୁଣା ଏକ ସଭ୍ୟତାର ଅବଶେଷ ମିଳିଛି । ଏହି ସଭ୍ୟତା କାଂସ୍ୟ ଯୁଗ ସମୟର ହୋଇଥିବ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳର ଏକ କ୍ଷେତରୁ ମିଳିଥିବା ସଭ୍ୟତା ମେସୋପଟାମିଆ ସଭ୍ୟତା ଭଳି ସମୃଦ୍ଧ ଥିବା ନେଇ…

ମାଟି ତଳୁ ବାହାରିଲା ୫,୦୦୦ ବର୍ଷର ପୁରାତନ ସହର!

ଇସ୍ରାଏଲ୍‌ର ପ୍ରତ୍ନତତ୍ତ୍ୱବିଦ୍‌ମାନେ ୫,୦୦୦ ବର୍ଷର ପୁରାତନ ସହର ଆବିଷ୍କାର କରିଥିବା ଦାବି କରିଛନ୍ତି। ସେମାନେ କହିଛନ୍ତି, ଏହି ସହର ସେତେବେଳର ସବୁଠାରୁ ବଡ଼ ସହର ଥିଲା, ଯେଉଁଠି କିଲ୍ଲା, ମନ୍ଦିର, କବରସ୍ତାନ ସବୁକିଛିର ବ୍ୟବସ୍ଥା ରହିଥିଲା। ଜଣେ ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ମତରେ, ସହରର…