Browsing Tag

class

ପଢିବା ପାଇଁ ନାହିଁ ଘର, ଗୋଟିଏ ଶ୍ରେଣୀଗୃହରେ ପାଠ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ପିଲା

ମୟୁରଭଞ୍ଜ: କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ଛାତରୁ ଖସି ପଡ଼ିଲାଣି ପ୍ଲାଷ୍ଟର । ବର୍ଷା ଦିନ ହେଲେ ଛାତରୁ ଗଳୁଛି ପାଣି । ଫଳରେ ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପିଲାଙ୍କ ପାଠପଢା । କେବଳ ସେତିକି ନୁହଁ, ରୋଷେଇ ଘର ମଧ୍ୟ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି ।…

ପଦାରେ ପଡିଲା ନୟାଗଡ ବିଜେପିର ଗୋଷ୍ଠୀ କନ୍ଦଳ: ଜିଲ୍ଲାସ୍ତରୀୟ ବୈଠକରେ ପିଟାପିଟି ହେଲେ କର୍ମୀ

ନୟାଗଡ: ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର। ଧସ୍ତାଧସ୍ତି, ଚେୟାର ଭଙ୍ଗାରୁଜା। ନୟାଗଡ଼ରେ ବିଜେପିର ଜିଲ୍ଲାସ୍ତରୀୟ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏହି ଜିଲ୍ଲାସ୍ତରୀୟ ବୈଠକକୁ…