Browsing Tag

clat result 2022

କ୍ଳାଟ୍‌ ପରୀକ୍ଷାରେ ଆଞ୍ଚଳିକ ଟପ୍ପର ହେଲେ ଓଡ଼ିଆ ପୁଅ ଅନମୋଲ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଜାତୀୟ ସ୍ତର ପ୍ରବେଶିକା ପରୀକ୍ଷାରେ କମାଲ କଲେ ଓଡ଼ିଆ ପୁଅ । କମନ୍‌ ଲ ଆଡମିସନ ଟେଷ୍ଟ ବା କ୍ଳାଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନମୋଲ ସାଇ । ଯାଜପୁର ବିଂଝାରପୁର ଅରେଇ ବରମପୁର ଗାଁ’ର ରାଜୀବ ମହାନ୍ତି ଓ ମମତା ସାମଲଙ୍କ ପୁଅ ଅନମୋଲ ସାଇ ଏହି ଗରବମୟ…