ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ ନଖ, ଦଶଟି ଲୁହା କଣ୍ଟା, ଆଠଟି ଛୁଞ୍ଚି, ଲୁହା ର ନଟ୍ ବୋଲ୍ଟ ଏବଂ ଚାବି ବାହାର କରିଥିବା ଜଣା ପଡ଼ିଛି । ଏହି ଯୁବକ ଜଣଙ୍କ ହରିୟାଣାର…