Browsing Tag

cleaning tube wells

ନଳକୂପ ବିଶୋଧନ କରିବା ସହିତ କରୋନାକୁ ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଯୁବଶକ୍ତି

ଆଳି: କରୋନା ମହାମାରୀ ରୋକିବା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସତର୍କତା ମୂଳକ ସୂଚନା ଦେବା ସହିତ ପାନୀୟ ଜଳ ଉତ୍ସ ବିଶୋଧନ ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଶକ୍ତି। ଏମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ୍ କୋଳିଡିହ ଗ୍ରାମର ସଂଗଠିତ ଯୁବକ ମାନେ । ପଞ୍ଚାୟତର ଯୁବ ସମାଜିକ କର୍ମୀ…