Browsing Tag

cleanliness

ସଂକ୍ରମଣ ଚିହ୍ନଟ ପରେ ସଚେତନ ହେଲେ ଅଧିକାରିଣୀ, ନିୟମିତ ଥାନା ପରିସରକୁ ନିଜେ କରୁଛନ୍ତି ସଫା

ବ୍ରହ୍ମପୁର(କେନ୍ଯୁଜ୍): ବର୍ତ୍ତମାନ ଚାରିଆଡେ କରୋନାର କାୟା ବିସ୍ତାର ହେବାରେ ଲାଗିଛି। ଏନେଇ ସରକାରୀ କାର୍ଯ୍ଯାଳୟ ହେଉ କିମ୍ବା ଘରୋଇ କାର୍ଯ୍ଯାଳୟ ଚାରିଆଡେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ପ୍ରତିଷେଧକ ବ୍ଯବସ୍ଥା ସ୍ବରୂପ ବ୍ରହ୍ମପୁର ସଦର ଥାନା ପରିସରକୁ ନିଜ କର୍ମଚାରୀଙ୍କୁ…

ଅଭିନବ ଢଙ୍ଗରେ ସ୍ୱଚ୍ଛତାର ପରିଭାଷା ବୁଝାଇ ଚର୍ଚ୍ଚାରେ ଝାଡ଼ୁଦାର, ଶୁଣନ୍ତୁ ତାଙ୍କ ସଚେତନତା ଗୀତ

ସ୍ୱଚ୍ଛ ଭାରତ ଅଭିଯାନକୁ ସାରା ଦେଶରେ କଡ଼ାକଡ଼ି ଲାଗୁ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି। କେବଳ ସାଧାରଣ ଲୋକେ ନୁହେଁ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ହାତରେ ଝାଡ଼ୁ ଖଣ୍ଡେ ଧରି ଆଖ ପାଖ ଅଞ୍ଚଳକୁ ସଫା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ଏସବୁ…

ଅତିଶୀଘ୍ର ସ୍ମାର୍ଟ ସହର ଗୁଡିକୁ ମିଳିବ ଅଧିକ ସୁବିଧା, ଗୋଟିଏ କ୍ଲିକରେ ପାଇପାରିବେ ସ୍ୱଚ୍ଛତା ରେଟିଙ୍ଗ

କିଛି ଦିନ ତଳେ କେନ୍ଦ୍ର ସରକାର ସହର ଗୁଡିକର ସ୍ୱଚ୍ଛତା ରେଟିଙ୍ଗ ଆରମ୍ଭ କରିଥିଲେ । ଏବେ କିନ୍ତୁ ପୁଣି ବିଭିନ୍ନ ସହର, ଗଳି ଓ ମହଲ ଗୁଡିକର ସ୍ୱଚ୍ଛତା ରେଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପାଇଲଟ ପ୍ରୋଜେକ୍ଟ ଆଧାରରେ ଆସନ୍ତା ଗୋଟେ ସପ୍ତାହ ଭିତରେ ଉତ୍ତର ପ୍ରଦେଶର ବାରଣାସୀ ସହରର…